32.9 C
Balāngīr
Wednesday, April 30, 2025

ହରିଜନ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ୭୦ ତମ ବାର୍ଷିକ ଉତ୍ସବ

Must read

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୫/୩) : ଗତ କାଲି ସନ୍ଧ୍ୟା ରେ କାଶୀନଗର ସହର ରେ ଥିବା ହରିଜନ ସାହି ସ୍ଥିତ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2025 03 05 at 09.19.53 ହରିଜନ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ୭୦ ତମ ବାର୍ଷିକ ଉତ୍ସବ

ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କେ ଈଶ୍ୱର ରାଓ ଙ୍କ ସଭାପତି ତ୍ବ ରେ ଅନୁଷ୍ଠିତ ଏକ ସଭା ରେ ମୁଖ୍ୟ ଅତିଥିଭାବେ ଟାଉନ ସି ଆର ସି ସି ଆର ମଧୁ କୁମାର, ସମ୍ମାନିତ ଅତିଥିଭାବେ ଗୌରୀ ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବି. ଗୋପାଳ ରାଓ, ମଧୁ ବାବୁ, ପେଡାମାଡ଼ି, କିଣିଗାଁ ହାଇସ୍କୁଲ ପ୍ରଧାନ ଶିକ୍ଷକ ଏସ ରାମରାଓ ଯୋଗ ଦେଇଥିଲେ, ପୂର୍ବତନ ପ୍ରଧାନ ଶିକ୍ଷକ ବିନାୟକ ଲେଙ୍କା ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଶିକ୍ଷକ ନେତା ଜଗଦୀଶ ପାତ୍ର ଯୋଗ ଦେଇ ଅବଦୁଲ କଲମ ଙ୍କ ଭଳି ପିଲାଙ୍କ ଚରିତ୍ର ହେବା ଦରକାର ବୋଲି କହିଥିଲେ । ବିଦ୍ୟାଳୟ ରେ ଆମ ସଂସ୍କୃତି ଆମ ଖେଳନା, ବିଜ୍ଞାନ ଓ ଗଣିତ ମେଳା ର ପ୍ରଦର୍ଶନୀ କୁ ଅତିଥି ମାନେ ବୁଲି ଦେଖିଥିଲେ । ରଂଜିତା ପଣ୍ଡା ବିଭୁ ପ୍ରାର୍ଥନା ଗାଁ କରିଥିଲେ ।

ବିଦ୍ୟାଳୟ ର ଛାତ୍ର ଓ ଭାତ୍ରୀ ନୃତ୍ୟ ପ୍ରଦର୍ଶନ କରିଥିଲେ । କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନେ ମାନ ପତ୍ର ଓ ପ୍ରମାଣ ପତ୍ର ଦେଇଥିଲେ, ବିଦ୍ୟାଳୟ ର ଶିକ୍ଷଜ ଗଣେଶ ପାଣିଗ୍ରାହୀ, କେଶବ ରାଓ, ଲୋପିଁଟି ଲଷ୍ମୀ, ଏମ ଉମାଦେବୀ, ହେମଲତା ସୁଗ୍ରୀବ ସାର ସମସ୍ତ ଆୟୋଜନ ରେ ସହଯୋଗ କରିଥିଲେ । ଏକ ମନଜ୍ଞା ପରିବେଶ ରେ ଏହି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା, ବର୍ତମାନ ବିଦ୍ୟାଳୟ ଟି ଢାଞ୍ଚାଗତ ଭାବେ ଉନ୍ନତି ଲାଭ କରିଥିବାରୁ ବିଦ୍ୟାଳୟ କୁ ଅତିଥି ମାନେ ଭୁୟସୀ ପ୍ରଶଂସା କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...