କାଶୀନଗର (୧୦/୦୩- ଆପ୍ର.): ଗତ କାଲି ସ୍ଥାନୀୟ ହରିଜନ ସାହି ବିଦ୍ୟାଳୟ ରେ ପୋଷାକ ବିତରଣ ହୋଇଥିଲା |
ବିଦ୍ୟାଳୟ ର ସମସ୍ତ ପିଲାଙ୍କୁ ବୁଟ, ଟ୍ରେକ ପ୍ୟାଣ୍ଟ, ଟୋପି, ଗଞ୍ଜି ବିତରଣ କରାଯାଇଛି | ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜେ. ଈଶ୍ୱର ରାଓ, କେଶବ ରାଓ, ଉମାଦେବୀ, ହେମଲତା, ଲକ୍ଷ୍ମୀ ଇ ଜଗା ସମସ୍ତ ପିଲାଙ୍କୁ ଶୃଙ୍ଖଳାର ସହ ବଣ୍ଟନ କରିଥିଲେ | ଏନେଇ ଛାତ୍ର ଛାତ୍ରୀଙ୍କୁ ଚାରି ଗୋଟି ଦଳ କରାଯାଇଥିଲା |