32.9 C
Balāngīr
Tuesday, July 15, 2025

ହଳଦୀ ଜୟ ଡ଼ଙ୍ଗର ବୁଢା ଫୁଟବଲ ଟୁର୍ନାମେଣ୍ଟ ; ଫାଇନାଲ ମେଚ ରେ ହଳଦୀକୁ ହରାଇ କୁରସୁଡ଼ ଚାମ୍ପିୟନ

Must read

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୨୪/୦୨) : ମୁରିବାହାଲ ବ୍ଲକ ହଳଦୀ ଖେଳ ପଡିଆଠାରେ ଚାଲିଥିବା ଜୟ ଡ଼ଙ୍ଗରବୁଢା ଫୁଟବଲ ଟୁର୍ନାମେଣ୍ଟ ସୋମବାର ଉଦଯାପିତ ହୋଇଯାଇଛି lWhatsApp Image 2025 02 25 at 12.38.13 ହଳଦୀ ଜୟ ଡ଼ଙ୍ଗର ବୁଢା ଫୁଟବଲ ଟୁର୍ନାମେଣ୍ଟ ; ଫାଇନାଲ ମେଚ ରେ ହଳଦୀକୁ ହରାଇ କୁରସୁଡ଼ ଚାମ୍ପିୟନ

ଫାଇନାଲ ଖେଳରେ ହଳଦୀ ଦଳ କୁ ଚାରି ଗୋଲ ରେ ହରାଇ କୁରସୁଡ଼ ଦଳ ଚାମ୍ପିୟନ ହୋଇଛି l ଏହି ଖେଳ ରେ ମୁଖ୍ୟଅତିଥି ରୂପେ ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଜିଲ୍ଲା ଉପାଧକ୍ଷ୍ୟା ନିରୁପମା ମାଝୀ ଥିବାବେଳେ ସମ୍ମାନିତ ଅତିଥି ରୂପେ ମୁରିବାହାଲ ବ୍ଲକ ଚେୟାରମ୍ୟାନ ହରିବନ୍ଧୁ ମେହେର, ୨୯ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ତଥା ବରିଷ୍ଠ ଆଇନଜୀବୀ ଗୋପୀନାଥ ପାଣିଗ୍ରାହୀ,ହଳଦୀ ସମିତି ସଭ୍ୟ ଟୁନାମଣି ମହାନନ୍ଦ,ସାମ୍ବାଦିକ ସଂଘ ମୁରିବାହାଲ ସଭାପତି ସୁବ୍ରତ ମାହାକୁର, ପ୍ରେସ କ୍ଲବ କଣ୍ଟାବାଞ୍ଜି ସଭାପତି ପ୍ରଭଜିତ ସିଂହ ସାଲୁଜା, ପ୍ରେସ କ୍ଲବ ଉପଦେଷ୍ଟା ଆଶିଷ ଖୈତାନ , ସୁରଦାସ ବାଗ, ବିସିକେଶନ ମାଝୀ,କେଦାର ବଡ଼ଜେନା, ଲଷ୍ମୀକାନ୍ତ ଧରୁଆ,ଅମରେଶ ମାଝୀ, ଲଳିତ ବଘାର, , ଶିକ୍ଷକ ଗୋପବନ୍ଧୁ ଦାସ,ରମେଶ ଭୋଇ, ଗୋବର୍ଦ୍ଦନ ନାଗ, ଲକ୍ଷ୍ମୀକାନ୍ତ ଛତରସମସେବୀ ଆଦିକନ୍ଦ ଖମାରି ପ୍ରମୁଖ ମଂଚାସୀନ ଥିଲେ l ଅତିଥି ବୃନ୍ଦ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ l

ଖେଳ କୁ ଆଶୀର୍ବାଦ ସା, ଆଶିଷ ସା, ଅଶ୍ବିନୀ ଭୁକ୍ତା ଓ ପ୍ରତାପ ଭୁକ୍ତା ପରିଚାଳନା କରିଥିଲେ l ଚାମ୍ପିୟାନ ଦଳକୁ ଟ୍ରଫି ସହ ସାତ ହଜାର ଟଙ୍କା ପୁରସ୍କାର ରାଶି ଓ ରନର୍ସଅପ ଦଳ କୁ ଟ୍ରଫି ସହ ପାଞ୍ଚ ହଜାର ଟଙ୍କା ପ୍ରଦାନ କରାଯାଇଥିଲା l କମିଟିର ସଭାପତି ଯୋଶବନ୍ତ ଭୋଇ, ଉପସଭାପତି ରାଜୁ ହାତୀ, ସମ୍ପାଦକ କ୍ଷୀରସିନ୍ଧୁ ପାତ୍ର, ସହ ସମ୍ପାଦକ ସୁରଜ ଖମାରି,ସୁନୀଲ ହାତୀ, ଚିତ୍ରସେନ ହାତୀ, ରମା ପାତ୍ର, ସୁବାଷ ପଟ୍ଟନାୟକ, ଶଶୀଭୁଷଣ ପଶାୟତ, ପିଙ୍କୁ ପଶାୟତ, ଚକ୍ର ଭୋଇ, ପପୁ ବାଗ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l

- Advertisement -spot_img

More articles

- Advertisement -spot_img

Latest article

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...

ସୋନପୁର କଲେଜର ବିଭିନ୍ନ ସମସ୍ୟା ନେଇ ବିଧାୟକ ନିରଞ୍ଜନ ପୂଜାରୀଙ୍କୁ ଭେଟିଲେ ପୁରାତନ ଛାତ୍ରଛାତ୍ରୀ ସଂଘ ର ଏକ ପ୍ରତିନିଧି ମଣ୍ଡଳୀ

ସୁବର୍ଣ୍ଣପୁର, (୧୪/୦୭) : ଆ.ପ୍ର : ସୋନପୁର ମହାବିଦ୍ୟାଳୟ ପୁରାତନ ଛାତ୍ରଛାତ୍ରୀ ସଂଘର ସଭାପତି ପ୍ରଫୁଲ୍ଲ କୁମାର ରଥଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ପ୍ରତିନିଧି ଦଳ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କୁ...