32.9 C
Balāngīr
Tuesday, July 15, 2025

ହୋଟେଲ ରୂପ ରେସିଡେନ୍ସି ଠାରେ ବିଶ୍ବ ପଖାଳ ଦିବସ ପାଳିତ

Must read

ସୁବର୍ଣ୍ଣପୁର, (୨୦/୦୩) : ସୁବର୍ଣ୍ଣପୁର ହୋଟେଲ୍ ରୂପ ରେସିଡେନ୍ସୀ ଠାରେ ବିଶ୍ବ ପଖାଳ ଦିବସ ୨୦୨୫ ପାଳିତ ହୋଇଯାଇଛି lWhatsApp Image 2025 03 20 at 22.13.01 ହୋଟେଲ ରୂପ ରେସିଡେନ୍ସି ଠାରେ ବିଶ୍ବ ପଖାଳ ଦିବସ ପାଳିତ

ସମଗ୍ର ବିଶ୍ବ ରେ ଆଜି ଏହି ଦିବସ ପାଳନ କରା ଯାଉଥିବା ବେଳେ ରସ ଗୋଲାର ଜି ଆଇ ଟ୍ୟାଗ ପାଇଁ ଶ୍ରୀ ଜଗନ୍ନାଥ ଯେପରି ସାକ୍ଷୀ ଦେଇଥିଲେ, ଓ ଯେପରି ନିଳାଦ୍ରୀ ବିଜେ ସମୟରେ ସେ ମହାଲକ୍ଷ୍ମୀ ଙ୍କୁ ରସ ଗୋଲା ଖୁଆଇ ତୋଷ କରିଥାନ୍ତି l ଠିକ୍ ସେହିପରି ପଖାଳ ର ଇତିହାସ ମଧ୍ୟ ଜଗନ୍ନାଥ ସଂସ୍କୃତି ର ଏକ ଅଭିନ୍ନ ଅଙ୍ଗ ଅଟେ l କେବଳ ଓଡ଼ିଆ ନୁହେଁ ଓଡ଼ିଶା ନୁହେଁ ବିଶ୍ବ ର ସବୁଠି ଏ ପଖାଳ ର ରୁଚି ଓ ଚାହିଦା ରହିଛି l

ଆଜି ଏହି ଦିବସ ରେ ହୋଟେଲ୍ ରୂପ ରେଶିଡେନ୍ସି ଠାରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଏ ଡି ଏମ ଅଞ୍ଜଳିନା ପଧାନ ଓ ସି ଡି ଏମ୍ ପି ଏଚ୍ ଓ ଡ଼ା ପ୍ରଦୀପ କୁମାର ଗୁରୁ ଯୋଗ ଦେଇ ଦହି ପଖାଳ ଓ ଅନେକ ଭେରାଇଟି ର ଭେଜ ଓ ନନ୍ ଭେଜ୍ ସୁସ୍ୱାଦୁ ପଖାଳ କଂସା ଖାଦ୍ୟ ର ପ୍ରଶଂସା କରିଥିଲେ l ରୂପ ରେଶିଡେନ୍ସି ର ପ୍ରୋପାଇଟର ଶ୍ରୀ ଜୟ କୃଷ୍ଣ ଶା ଓ ସାମ୍ବାଦିକ ବିବେକାନନ୍ଦ ମିଶ୍ର ଙ୍କ ସଂଯୋଜନାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ସହର ର ଅନେକ ବ୍ୟବସାୟୀ ବୁଦ୍ଧିଜୀବୀ ଆଇନଜୀବୀ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l

- Advertisement -spot_img

More articles

- Advertisement -spot_img

Latest article

ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ୱର, (୧୫/୦୭) : ଆପ୍ର. : ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା...

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...