32.9 C
Balāngīr
Thursday, June 12, 2025

୧୫ ବର୍ଷ ରୁ କମ୍ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ୍ ପାଇଁ ସମ୍ବଲପୁର ଗସ୍ତ କଲେ ସୁବର୍ଣ୍ଣପୁର ଟିମ

Must read

ସୁବର୍ଣ୍ଣପୁର, (୨୯/୦୫) : ଆ.ପ୍ର : ୧୫ ବର୍ଷ ରୁ କମ୍ ମୂଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ୍ ଚମ୍ପିଅନସିପ ସମ୍ବଲପୁର ଜୋନାଲ ମ୍ୟାଚ ରେ ଭାଗ ନେବାକୁ ସମ୍ବଲପୁର ଜିଲ୍ଲା ଗସ୍ତ ରେ ବାହାରିଲେ ସୁବର୍ଣ୍ଣପୁର ଜିଲ୍ଲା ଫୁଟବଲ୍ ଟିମ୍ l

ବରଗଡ ଜିଲ୍ଲା ସହିତ ଆଜି ମ୍ୟାଚ୍ ଖେଳିବେ ସୋନପୁର ଦଳ l ଏହି ଅବସର ରେ ଆଜି ଜିଲ୍ଲା କ୍ରୀଡ଼ା ସଂଘ ର ସଂପାଦକ ପୀୟୂଷ କୁମାର ପଣ୍ଡା, ଉପଦେଷ୍ଟା କଇରୁ ସ୍ବାଇଁ, କାର୍ଯ୍ଯ କାରିଣୀ ସଦସ୍ୟ ପୁରୁଷୋତ୍ତମ ପାଣିଗ୍ରାହୀ, ବିକାଶ ପଣ୍ଡା, ସୁଦର୍ଶନ ପଣ୍ଡା, ଫୁଟବଲ୍ ସଂପାଦକ ରାଜୀବ ସାହୁ , କଲିମ ମହମ୍ମଦ ପ୍ରମୁଖ ସଦସ୍ୟ ଏହି ଖେଳାଳି ଙ୍କୁ ଆଜି ଗାନ୍ଧୀ ଷ୍ଟାଡିୟମ୍ ଠାରେ ଶୁଭେଚ୍ଛା ଜଣାଇବା ସହ ସଫଳତା କାମନା କରିଥିଲେ l

ଜୋନାଲ ଚମ୍ପିୟନସିପ ଟର୍ଣ୍ଣlମେଣ୍ଟ ରେ ବୌଦ୍ଧ, ସୁନ୍ଦରଗଡ, ଓ ବରଗଡ଼ ଜିଲ୍ଲା ସହିତ ସୁବର୍ଣ୍ଣପୁର ଜିଲ୍ଲା ଫୁଟବଲ୍ ଟିମ୍ ତିନି ଗୋଟି ମ୍ୟାଚ୍ ଖେଳିବାକୁ ଥିବା ବେଳେ ଏହି ଚାମ୍ପିୟନସିପ ରେ ଖେଳାଳି କଟକ ସ୍ପୋର୍ଟସ ହଷ୍ଟେଲ କୁ ମନୋନୀତ ହେବେ l ଆଜିର ମ୍ୟାଚ୍ ରେ ଉଭୟ ଦଳ ପକ୍ଷରୁ ଗୋଟିଏ ଗୋଟିଏ ଗୋଲ ସ୍କୋର ହୋଇ ମ୍ୟାଚ୍ ଡ୍ର (ବରାବର) ହୋଇ ସୋନପୁର ଓ ବରଗଡ ଦଳ ଗୋଟାଏ ଗୋଟାଏ ପଏଣ୍ଟ ହାସଲ କରିଛନ୍ତି l

- Advertisement -spot_img

More articles

Leave a Reply

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...