ବାଲିଗୁଡା, (୨୨/୦୫) : ଆପ୍ର.. : କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ସୁରାପାଙ୍ଗା ଗାଁ ନିକଟରେ ବେଆଇନ ଗଂଜେଇ ଚୋରା ଚାଲାଣ ବେଳେ ପୋଲିସର ଚଢ଼ାଉ l
ଘଟଣା ସ୍ଥଳରୁ ଏକ ବାଇକ ସହ ୧୮ କେଜି ଗଂଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି ପୋଲିସ l ଗିରଫ ଅଭିଯୁକ୍ତ ହେଲେ କ.ନୂଆଗାଁ ଥାନା ସୁରାପାଙ୍ଗା ଗାଁର ତ୍ରିଲୋଚନ ସାହୁ କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ l ଅଭିଯୁକ୍ତ ତ୍ରିଲୋଚନ ସାହୁ ଏକ ବାଇକରେ ଗଂଜେଇ ବସ୍ତା ଧରି ନିଜ ଗାଁରୁ ଚାଲାଣ ପାଇଁ ଯାଉଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ କ.ନୂଆଗାଁ ପୋଲିସ ଚଢ଼ାଉ କରିଥିଲା l