32.9 C
Balāngīr
Friday, April 25, 2025

୬୨ ତମ ଗୃହରକ୍ଷୀ ବାହିନୀ ପ୍ରତିଷ୍ଠା ଦିବସ ଅନୁଷ୍ଟିତ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ: ନରୋତ୍ତମ ପାଢ଼ୀ //
ଜେ କେ ପୁର (୬/୧୨): ରାୟଗଡ଼ ଜିଲ୍ଲା ଯେ କେ ପୁର ସ୍ଥିତ ରିଜର୍ଭ ପୋଲିସ ପଡ଼ିଆ ଠାରେ ରାୟଗଡ଼ ଗୃହରକ୍ଷୀ ବାହିନୀ ର ୬୨ ତମ ପ୍ରତଷ୍ଠା ଦିବସ ପାଳିତ ହୋଇଯାଇଛି।

ଏହି କାର୍ଯ୍ୟ କର୍ମ ରେ ମୁଖ୍ୟ ଅତିଥି ରାୟଗଡ଼ ଏସପି ସୁଶ୍ରୀ ସ୍ଵାତୀ ଏସ କୁମାର ଭାପୁସେ ଯୋଗଦାନ କରି କାର୍ଯ୍ୟ ସମ୍ପାଦନ କରିଥିଲେ। ରାୟଗଡ଼ ଜିଲ୍ଲା ର ୯ଟି ବିଭିନ୍ନ ପ୍ରକାରର ଥାନା ରୁ ଆସିଥିବା ହୋମ ଗାର୍ଡ ମାନଙ୍କୁ ମାନ ପତ୍ର ସହିତ ଆର୍ଥିକ ଅନୁଦାନ ପ୍ରଦାନ କରିଥିଲେ । ଏଚ ଜି /୨୬୧D. ତ୍ରିନାଥ ରାଓ ରମାନା ଗୁଡା ପି ଏସ,ଏଚ ଜି /୨୫୭ ବିଦ୍ୟାଧର ଗୋଡ ରାୟଗଡ଼ ପି ଏସ, ଏଚ ଜି ୨୮୫ ଶଙ୍କର ପଣ୍ଡା ଗୁମୁଡ଼ା ଆଉଟ ପୋଷ୍ଟ,ଏଚ ଜି ୧୭୪ ରାଧା ମାଝୀ ଚନ୍ଦ୍ରପୁର ପି ଏସ,ଏଚ ଜି ୨୫୪ ଅନନ୍ତ ନଗବଂଶା ଗୁଣୁପୁର ପି ପି ଏସ,ଏଚ ଜି/୨୫୨ଅଭିନସ ଲିମା ପୁଟା ସିଂଙ୍ଗ ପି ଏସ,ଏଚ ଜି ୬୩ ଅଶୋକ କୁମାର ପାଢୀ ରାୟଗଡ଼ ପି ଏସ,ଏଚ ଜି/୦୬ ଯୋଷବନ୍ତ୍ ବଣୁଆ କାଶିପୁର ପି ଏସ,ଏଚ ଜି/୭୬ ରମେଶ ଚନ୍ଦ୍ର ପ୍ରାଧନୀ ମୁନିଗୁଡା ପି ଏସ | ଏହି ସମସ୍ତ ହୋମ ଗାର୍ଡ ମାନଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା।

- Advertisement -spot_img

More articles

- Advertisement -spot_img

Latest article

ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ, ଡାକ୍ତରଖାନାରେ ତୀବ୍ର ଉତ୍ତେଜନା

ଭଦ୍ରକ, (୨୪/୦୪) : ଆପ୍ର. : ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହସ୍ପିଟାଲରେ । ମୃତ ମହିଳା ହେଲେ ରାନ୍ଦୀଆ ପଂଚାୟତ...

ଧାନ ସଂଗ୍ରହ କମିଟି ବୈଠକ: ଆରମ୍ଭ ହେବ ଧାନ କିଣା ବିକା ପ୍ରକ୍ରିୟା

ବରଗଡ, (୨୪/୦୪) : ଆପ୍ର. : ଚଳିତ ରବି ଋତୁ ପାଇଁ ବୁଧବାର ବରଗଡ଼ ଜିଲ୍ଲା ଧାନ ସଂଗ୍ରହ କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମଇ ୧୪...

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ରେକର୍ଡ ଭାଙ୍ଗୁଛି ତାତି

ଭୁବନେଶ୍ୱର, (୨୪/୦୪) : ଆପ୍ର. : କାଳବୈଶାଖୀ ପରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପାରଦ ବଢିବା ସହିତ ତାତି ଓ ଗୁଳୁଗୁଳି ଅସହ୍ୟ ହେବାକୁ ବସିଲାଣି । ଘରୁ ବାହାରିବା ମଧ୍ୟ...

ଟ୍ରେନ ରୁ ଖସି ପଡ଼ି ଯୁବକ ମୃତ

ସୁବର୍ଣ୍ଣପୁର, (୨୩/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହଲା ଫାଟକ ନିକଟରେ ଜଣେ ବ୍ୟକ୍ତି ଟ୍ରେନ ନମ୍ୱର ୧୮୫୨୩ ବିଶାଖାପାଟନା ବନାରସ ଏକ୍ସପ୍ରେସରେ ଆସୁଥିବା ସମୟରେ ଅସାବଧାନତାରୁ ଟ୍ରେନରୁ ଖସି...

ଏପ୍ରିଲ ୧୫ରୁ ଜୁନ ୧୪ ସମୁଦ୍ରରୁ ମାଛ ଧରିବା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ବାଲେଶ୍ବର, (୨୪/୦୪) : ଆପ୍ର. : ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସମୂଦ୍ରରୁ ମାଛ ଧରିବା ଉପରେ କଟକଣା ଲାଗିବା ପରେ ଚିନ୍ତାରେ ମତ୍ସ୍ୟଜୀବୀ ପରିବାର । ମାଛ ବଂଶ ବୃଦ୍ଧି...