32.9 C
Balāngīr
Tuesday, May 13, 2025

ୱାକଫ ଆଇନ କୁ ବିରୋଧ ଆଳରେ ଦଙ୍ଗା ସୃଷ୍ଟି ନେଇ ବିଶ୍ବହିନ୍ଦୁ ପରିଷଦ ର ଦୃଢ଼ ନିନ୍ଦା ସହ ରାଷ୍ଟ୍ରପତି ଙ୍କୁ ଉପ ଜିଲ୍ଲାପାଳ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ

Must read

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ବଲାଙ୍ଗୀର/ଟିଟିଲାଗଡ, ତା୨୧-୦୪: ୱାକଫ ଆଇନ କୁ ବିରୋଧ କରିବା ଆଳରେ ସମଗ୍ର ବଙ୍ଗଳା ରେ ଯେଭଳି ଜଘନ୍ୟ ଘଟଣା ସୃଷ୍ଟି କରି ତୀବ୍ର ରୂପେ ଦଙ୍ଗା ଚଳାଇ ଆସୁଥିବା ଏକ ସମ୍ବେଦନ ଶିଳ ଓ ଗୁରୁତର ଘଟଣା କହି ତାର ତୀବ୍ର ନିନ୍ଦା କରାଯାଇଛି ।

ବିଶ୍ଵ ହିନ୍ଦୁ ପରିଷଦ ଟିଟିଲାଗଡ ଜିଲ୍ଲା ଶାଖା ତରଫ ରୁ ଏହାର ଦୃଢ଼ ନିନ୍ଦା କରାଯିବା ସହ ତୁରନ୍ତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଶାନ୍ତି ଫେରାଇ ଆଣିବା ଓ ଦଙ୍ଗା କାରି ରେ ସଂଶ୍ଳିଷ୍ଟ ଅଭିଯୁକ୍ତ ଙ୍କ ବିରୋଧ ରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଟିଟିଲାଗଡ ଉପ ଜିଲ୍ଲାପାଳ ଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏହି ଲିଖିତ ଆବେଦନ ପତ୍ର ପ୍ରଦାନ କରାଯାଇଛି ।

ସେହିଭଳି ମମତା ଙ୍କ ସହ ଉକ୍ତ ଦଙ୍ଗା କାରି ଙ୍କ ସହଭାଗିତା ନେଇ ତୀବ୍ର ନିନ୍ଦା ସହ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ଜିଲ୍ଲା ସମ୍ପାଦକ ନନ୍ଦ ମହଲା , କେସି ବାବୁ,ଖିରସିନ୍ଧୁ ସାହୁ, କୈଳାସ ପ୍ରସାଦ ସୋନି, ଚିତ୍ତରଞ୍ଜନ ସାହୁ,ପ୍ରିତିମନ୍ ନାଗ,ମୋତିରାମ ଆଡ଼ଯୁଏଡ, କମତା ପ୍ରସାଦ ସାହୁ,ହେମନ୍ତ ଆଡଯୁଏଟ, ସନ୍ଧ୍ୟା ପାଣ୍ଡେ ତଥା ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ, ୨୦ ଆହତ

କରଞ୍ଜିଆ, (୧୩/୦୫) : ଆପ୍ର. : କରଞ୍ଜିଆ ଥାନା ଚଢ଼େଇଭୋଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ପଛ ପଟେ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ଓଲଟି ପଡିଛି ଶିବ...

ମଦ ନେଲା ଜୀବନ, ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ

ମାଲକାନଗିରି, (୧୩/୦୫) : ଆପ୍ର. : ମଦ ନେଲା ୩ ଜୀବନ । ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକ ହେଲେ...

କସ୍ତୁରବା ସବିକା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ନର୍ସ ଦିବସ ପାଳନ

ପୁରୁଷୋତ୍ତମପୁର, (୧୩/୦୫) : ଆପ୍ର. : କସ୍ତୁରବା ସେବିକା ମହାବିଦ୍ୟାଳୟ ରେ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ ହୋଇଛି । କଥା ରେ ଅଛି ମାନବ ସେବା ହିଁ ନରାୟଣ ସେବା, ଏହି ପରିପ୍ରେକ୍ଷୀରେ...

ଅଙ୍ଗଦାନ କରି ଅମର ହୋଇଗଲେ ଆଦିବାସୀ ଯୁବକ

ଗୁଣପୁର, (୧୩/୫) : ଆପ୍ର. : କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା । ଖୁସିରେ ଘରୁ ବାହାରି ଥିଲେ କିନ୍ତୁ ବିଧାତାର ଲେଖା ଅଲଗା ଥିଲା, ଦୂର୍ଘଟଣାର ଶିକାର ହେଲେ...