ବଲାଙ୍ଗୀର ଜିଲ୍ଲା ରେ ସୁରକ୍ଷା କର୍ମୀ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ଜାରୀ,ଦୁଇ ମାଓବାଦୀ ମୃତ

0
102

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର,ତା(୨୪/୧୧) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପାହାଡ଼ ରେ ସୁରକ୍ଷା କର୍ମୀ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ଘଟିଥିବା ସୂଚନା ମିଳିଛି ।

ଏହି ଗୁଳି ବିନିମୟରେ ଜଣେ ମହିଳା ମାଓବାଦୀ ଓ ଜଣେ ପୁରଷ ମାଓ ବାଦୀ ଙ୍କ ମୃତୁ ଘଟି ଥିବା ଜଣାଯାଇଛି ।