ମନରେଗା ଯୋଜନା ଉପରେ ଟ୍ରେନିଙ୍ଗ ଅନୁଷ୍ଠିତ

0
114
ମନରେଗା

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୩/୦୬) : ରାୟଗଡା ଜିଲ୍ଲା ବିଷମ କଟକ କଲ୍ୟାଣୀ ମଣ୍ଡପ ଠାରେ ମନରେଗା ଯୋଜନା ଉପରେ ଟ୍ରେନିଙ୍ଗ ଗାଁ ସାଥି ମେଟ୍ ମାନଙ୍କୁ ନେଇ କାର୍ଯ୍ୟକ୍ରମ କରାଯାଇଥିଲା ।

ମନରେଗା ଯୋଜନା ଉପରେ ଟ୍ରେନିଙ୍ଗ କାର୍ଯ୍ୟକ୍ରମରେ ବିଷମ କଟକ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସଦାଶିବ ନାୟକ, ଏ ପି ଓ ଶ୍ରୀ ମତି ମାନସୀ ପାତ୍ର, ଜେଇ ଶ୍ରୀ ପ୍ରତିଶତ କୁମାର ତ୍ରିପାଠୀ, ଡି ର ଡି ଏ ପିଡି ଶ୍ରୀ ରବୀନ୍ଦ୍ର ତ୍ରିପାଠୀ, ପଦ୍ମ ପୁର ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ମତି, ଗାଁ ସାଥି ମେଟ୍ ର ସଭାପତି ଶ୍ରୀ ନରୋତ୍ତମ ଉରୁଳକା, ସମ୍ପାଦକ ଶ୍ରୀ ମତି ଅନିତା ପି ଡି କାକା, ବାଦଲ ରଣା, ଦାଶରଥି କୁତୃକା, ଲଛିଗା କାଦ୍ରକା, ରମକୃଷାନ ପୁସିକା, ନବୀନ କୃଷିକା, କୃଷାନ ପିଡ଼ିକକା, କୃଷାନ୍ ଭାଟ, ବଳରାମ ଜାଲ, କମେସର ଭାଟ, ସିମାଦ୍ରି କୁତ୍ରିକା, କାମିନୀ କୁତ୍ରୂକା, ବିପାନ ପାଳକା, ସିଙ୍ଗିନା, ଗୁଣ୍ଡା ଲବ୍ କୁଷ, ପରବର୍ତୀ ହିକକା, ଗଙ୍ଗାଧର ବେନିଆ, grs ରବି, ବିନୋଦ ପାତ୍ର, grs ଭଗବାନ କୁଟ୍ରୁକା, grs ପୁରୋଷତ୍ମ ଭିବାର, grs ବାବୁଲା ଏବଂ ସମସ୍ତ ଗାଁ ସାଥି ମେଟ୍ ୨୦୦ ରୁ ଉର୍ଦ୍ଧ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ ।