32.9 C
Balāngīr
Sunday, July 20, 2025

ଖବର ଆଜିର 

Must read

ତାରିଖ:୧୩/୦୬/୨୫, ଶୁକ୍ରବାର 

-ଜଳିଗଲା ବିମାନ, ଚାଲିଗଲା ଜୀବନ, ଅହମ୍ମଦାବାଦରେ ବଡ଼ ଅଘଟଣ : ୨୬୫ଯାତ୍ରୀଙ୍କ ମୃତ୍ୟୁ, ବିମାନରେ ଥିଲେ ୬୦ ବିଦେଶୀ ନାଗରିକ।

-ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମୃତ; ଝିଅକୁ ଭେଟିବାକୁ ଯାଉଥିଲେ ଲଣ୍ଡନ।

-ଅହମ୍ମଦାବାଦ ବିମାନ ଦୁର୍ଘଟଣା : ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ ଓ ଅମିତ ଶାହଙ୍କ ଶୋକ ପ୍ରକାଶ।

-ମୃତକଙ୍କ ପରିବାରକୁ ୧ କୋଟି ଦେବ ଟାଟା ଗ୍ରୁପ, ଆହତଙ୍କ ମାଗଣା ଚିକିତ୍ସା ଓ ମେଡିକାଲ କୋଠା ପୁନଃନିର୍ମାଣ ପ୍ରତିଶ୍ରୁତି।

-ଭୁବନେଶ୍ୱର:ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ, ଆଗାମୀ ୭ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା।

-ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ +୩ କଟ୍‌ଅଫ୍‌ ମାର୍କ, ସବୁ ବିଭାଗରେ ରେଭେନ୍ସା ଆଗରେ।

-ଯାଜପୁର ଝାଡ଼ାବାନ୍ତି: ମୃତ୍ୟୁ ସଂଖ୍ୟା ୧୦ ଛୁଇଁଲା, ସରକାରୀ ଭାବେ ୫ ଘୋଷଣା।

-ଜାତିସଂଘ ବାର୍ଷିକ ରିପୋର୍ଟରେ କିଟ୍ ବିଶ୍ୱବିଦ୍ୟାଳୟକୁ ପ୍ରଶଂସା।

-ଅନଲାଇନ୍ ଫୁଟବଲ ବେଟିଂ ନାମରେ ୧୦୦୦କୋଟି ଠକେଇ, ଚୀନ୍ କୁ ଲମ୍ବିଛି ଚେର,ଜଣେ ଗିରଫ।

୧୦-କେନ୍ଦୁଝର,ଝାଡଖଣ୍ଡ ବାୟାହାତୁ ଗାଁ:ରାତିରେ ଶୋଇଥିବାବେଳେ କାମୁଡିଲା ସାପ, ସ୍ବାମୀ-ସ୍ତ୍ରୀ ମୃତ।

୧୧-ଯାଜପୁର,କୁଝାଲା ଛକ:ଚାଲିଚାଲି ଯାଉଥିବାବେଳେ ପଛରୁ ଧକ୍କା ଦେଲା ବୋଲେରୋ, ମାଆ ଆଗରେ ଆଖିବୁଜିଲା ପୁଅ।

୧୨-SCBରେ ମିଳିବ ମାମୋଗ୍ରାମ ସୁବିଧା, ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ ହେବ ସ୍ତନ କର୍କଟ।

୧୩-ପୁରୀ: ନିର୍ମାଣାଧୀନ ତିନି ରଥରେ ଚଉଦ ନାହାକା ଉଠିଲା।

୧୪-ବ୍ରହ୍ମପୁର: ଲାଞ୍ଚ ନେବାବେଳେ ଇପିଏଫଓ ପିଆରଓ ଙ୍କୁ ଧରିଲା ସିବିଆଇ।

୧୫-କଷଟି ଗୋଷ୍ଠୀ ସଂଘର୍ଷ: ଭଦ୍ରକରେ ଇଣ୍ଟରନେଟ ସେବା ବନ୍ଦ,୨୭ ପ୍ଲାଟୁନ ପୁଲିସ ମୁତୟନ।

୧୬-ଶଙ୍ଖ ଭବନରେ ବିଜେଡ଼ିର କର୍ମଶାଳା: ସାମାଜିକ ଗଣମାଧ୍ୟମ ଜରିଆରେ ଦଳକୁ ସଙ୍ଗଠିତ କରିବାକୁ ଗୁରୁତ୍ଵ।

୧୭-ଓଡ଼ିଶାରେ ବିଜେପି ସରକାରର ଏକ ବର୍ଷ, ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

୧୮-ବିଜେପି ସରକାରର ବର୍ଷ ପୂର୍ତ୍ତି ସମାରୋହ ନେଇ ବର୍ଷିଲା କଂଗ୍ରେସ, ପିସିସି ସଭାପତି କହିଲେ- ପ୍ରତାରଣା କ’ଣ କରିଛନ୍ତି ତାର ହିସାବ ଦିଅନ୍ତୁ।

୧୯-ବିଶ୍ବ ଟେଷ୍ଟ ଚମ୍ପିୟାନସିପ୍ ଫାଇନାଲ: ଲର୍ଡସରେ ବୋଲରଙ୍କ ରାଜୁତି,କମିନସଙ୍କୁ ୬ ଓ୍ବିକେଟ୍, ଅଷ୍ଟ୍ରେଲିଆ ଆଗୁଆ।

୨୦-ଇରାନ ଉପରେ ବଡ ହମଲା କରିପାରେ ଇସ୍ରାଏଲ, ଦୂତାବାସ ଖାଲି କଲା ଆମେରିକା; ବଢିଲା ଭୟ

 🙏 ସୁପ୍ରଭାତ, ଗୁଡମର୍ଣିଂ 🙏

- Advertisement -spot_img

More articles

- Advertisement -spot_img

Latest article

ପୁରୁଷୋତ୍ତମପୁର ଅଟୋ ୟୁନିଅନ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପୁରୁଷୋତ୍ତମପୁର, (୧୯/୦୭) : ଆପ୍ର. : ପୁରୁଷୋତ୍ତମପୁର ସହର ରେ ସ୍ଥାନୀୟ ମା କନକା ଅଟୋ ମୋବାଇଲ ସଂଘ ଚାଳକ ସଂଘ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା...

ଅର୍ଜୁନପୁର ଜଙ୍ଗଲ ରୁ ଚୋରି ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ ଜବତ : ୨ ଅଭିଯୁକ୍ତ କୁ ଗିରଫ 

ସୁବର୍ଣ୍ଣପୁର, (୧୯/୦୭) : ଆ.ପ୍ର : ସୁବର୍ଣ୍ଣପୁର ବନ ବିଭାଗ ରେଞ୍ଜର କୌଣସି ସୂତ୍ର ରୁ ଖବର ପାଇ ରେଞ୍ଜର ସୁବାସ ମହାପାତ୍ର ବିଶ୍ଵସ୍ତ ସୂତ୍ରରୁ ଖବର ପାଇବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ...

ମାନସିକ ଚାପଗ୍ରସ୍ତ ଯୁବକଙ୍କ ଆତ୍ମହତ୍ୟା

ବୁର୍ଲା, (୧୯/୦୭) : ଆପ୍ର. : ବୁର୍ଲା ସହର ଶ୍ରୀରାମ ବିହାରର ଜଣେ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୁଲିସ ଶବ ଜବତ...

ଧାନ ବିକ୍ରି ପାଇଁ ଆଜିଠୁ ଆରମ୍ଭ ହେଲା ଚାଷୀ ପଞ୍ଜୀକରଣ: ଅଗଷ୍ଟ ୨୦ ଯାଏଁ କରିପାରିବେ ଆବେଦନ; ଜାଣନ୍ତୁ ପଞ୍ଜୀକରଣର ପୂରା ପ୍ରକ୍ରିୟା

ଭୁବନେଶ୍ୱର, (୧୯/୦୭) : ଆପ୍ର. : ଆଜି ଠାରୁ ଆରମ୍ଭ ହେଉଛି ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକିୟା। ଏହା ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର...

ଫାସଡ ସୁକତେଲ ବ୍ରିଜଠାରେ ଦୁଇଟ୍ରକ ମୁହାଁମୁହିଁ ଧକ୍କା

ଲୋଇସିଂହା, (୧୯/୦୭) :ଆପ୍ର. : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍‌ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ...