ବୌଦ୍ଧ ଆଦର୍ଶ ପୋଲିସ ଥାନା ରେ ଚାଇଡ ଲାଇନ ବନ୍ଧୁତା ଦିବସ ପାଳିତ

0
197

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୧୯/୧୧) : ଚାଇଲଡ଼ ଲାଇନ ପକ୍ଷରୁ ବୌଦ୍ଧ ଆଦର୍ଶ ପୋଲିସ ଥାନା ରେ ଶିଶୁ ଦିବସ ଉପଲକ୍ଷେ ଚାଇଲଡ଼ ଲାଇନ ସହ ବନ୍ଧୁତା ଦିବସ ପାଳନ କରାଯାଇଛି |

ଏହି ସମୟରେ ଶିଶୁ ମାନଙ୍କୁ ସୁରକ୍ଷା ଦେଇ ଆସୁଥିବା ବୌଦ୍ଧ ଆଦର୍ଶ ପୋଲିସ ଥାନା ର ଆଇ ଆଇ ସି ତପସ୍ୱିନୀ କଂହର ଙ୍କୁ ଏଵଂ ଅନ୍ୟାନ୍ୟ ପୋଲିସ କର୍ମଚାରୀ ମାନଙ୍କୁ ଚାଇଲଡ଼ ଲାଇନ ର ସଂଯୋଜିକା ବବିନ ନାଏକ ଚାଇଲଡ଼ ଲାଇନ ସେ ଦୋସ୍ତି ର ସୁରକ୍ଷା ବନ୍ଧନ ବାନ୍ଧିଥିଲେ । ଚାଇଲଡ଼ ଲାଇନ ର ସଦସ୍ୟ ସୁଧାମୟୀ ରଥ,ହରପ୍ରସାଦ ତ୍ରିପାଠୀ, ଅମିତାବ କେଶରୀ ଦାସ ଉପସ୍ଥିତ ଥିଲେ ।