Sunday, November 28, 2021
HomeBreaking Newsନିଜ ଘରେ ଜଗନ୍ନାଥଙ୍କ ସୁନାବେଶ କରି ନିଆରା ପରମ୍ପରା ସୃଷ୍ଟି

ନିଜ ଘରେ ଜଗନ୍ନାଥଙ୍କ ସୁନାବେଶ କରି ନିଆରା ପରମ୍ପରା ସୃଷ୍ଟି

ରିପୋର୍ଟ: ପ୍ରଣତି ସାବତ //
କାଶୀନଗର(୨୨/୧୧): କାଶୀନଗର ସହର ର ୩୦ କିମି ଦୂରରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ବାବୁଲି ନଗରର ବାସିନ୍ଦା ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି।

ବାବୁଲି ନଗରରେ ରହୁଥିବା ଜଣେ ଜଗନ୍ନାଥ ଭକ୍ତ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଏଥି ପୂର୍ବରୁ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ବିଭିନ୍ନ ହସ୍ପିଟାଲ୍ ବୁଲି ବୁଲି ନୟାନ୍ତ ହୋଇ କେବଳ ଭଗବାନ ଜଗନ୍ନାଥଙ୍କ ପୁରୀ ଧାମକୁ ଯାଇ ବାଇଶି ପାହାଚ ଚଢି ନ ପାରି ଆକୁଲ ନିବେଦନ କଲେ | ପ୍ରଭୁ ପଙ୍ଗୁ ଲଂଘାଇରେ ଗିରି ଭଳି ତାଙ୍କୁ ଦର୍ଶନ ଦେଲେ । ସେ ଦିନ ଠାରୁ ସେ ପ୍ରତ୍ୟେକ ବର୍ଷା ରଥଯାତ୍ରା କରନ୍ତି । ସେହିଭଳି ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ନିଜ ଘରେ ଥିବା ଜଗନ୍ନାଥ,ବଳଭଦ୍ର,ସୁଭଦ୍ରା ମାଆ ଙ୍କୁ ସୁନା ବେଶ୍ ରେ ସଜାଇ ଏମ୍ ନିଆରା ପରମ୍ପରା ସୃଷ୍ଟି କରିଛନ୍ତି । ଭକ୍ତ ମାନେ ପ୍ରବଳ ଭାବେ ଦର୍ଶନ କରୁଥିବା ଦେଖାଯାଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -

Most Popular

Recent Comments