-5.7 C
Innichen
Saturday, January 22, 2022

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପଛପଟେ ଅର୍ଧଦଗ୍ଧ ଶବ ଉଦ୍ଧାର

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର,ତା(୨୩/୧୧) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପଛପଟେ ଏକ ଅର୍ଦ୍ଧଦଗ୍ଧ ଯୁବକ ଙ୍କ ମୃତ୍ୟୁ ଦେହ ଠାବ କରାଯାଇଛି ।

ଶରୀରଟି ମୁହଁ ମାଡି ପଡିଥିବାରୁ ପରିଚୟ ମିଳିପାରିନାହିଁ । କେହି ହତ୍ୟା କରିବା ପରେ ପେଟ୍ରୋଲ ପକାଇ ପୋଡା ଯାଇଥିବା ଅନୁମାନ କରାଯାଉଛି । ବଲାଙ୍ଗୀର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପଛପଟେ ପାଖ ପାଚେରୀ କିଛି ଭାଙ୍ଗିଥିବାରୁ ବଲାଙ୍ଗୀର ପୋଲିସ କ୍ୟାମ୍ପ ପଛ ପଟ ଅଞ୍ଚଳ ରେ ବୁଲି ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରକୃତ ଘଟଣା ପୋଲିସ କିଛି ସୂଚନା ଦେଇନାହିଁ ।

Related Articles

Stay Connected

0FansLike
3,129FollowersFollow
19,100SubscribersSubscribe
- Advertisement -spot_img

Latest Articles