Friday, March 29, 2024

Top 5 This Week

Related Posts

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପଛପଟେ ଅର୍ଧଦଗ୍ଧ ଶବ ଉଦ୍ଧାର

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର,ତା(୨୩/୧୧) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପଛପଟେ ଏକ ଅର୍ଦ୍ଧଦଗ୍ଧ ଯୁବକ ଙ୍କ ମୃତ୍ୟୁ ଦେହ ଠାବ କରାଯାଇଛି ।

ଶରୀରଟି ମୁହଁ ମାଡି ପଡିଥିବାରୁ ପରିଚୟ ମିଳିପାରିନାହିଁ । କେହି ହତ୍ୟା କରିବା ପରେ ପେଟ୍ରୋଲ ପକାଇ ପୋଡା ଯାଇଥିବା ଅନୁମାନ କରାଯାଉଛି । ବଲାଙ୍ଗୀର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପଛପଟେ ପାଖ ପାଚେରୀ କିଛି ଭାଙ୍ଗିଥିବାରୁ ବଲାଙ୍ଗୀର ପୋଲିସ କ୍ୟାମ୍ପ ପଛ ପଟ ଅଞ୍ଚଳ ରେ ବୁଲି ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରକୃତ ଘଟଣା ପୋଲିସ କିଛି ସୂଚନା ଦେଇନାହିଁ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles