Thursday, March 28, 2024

Top 5 This Week

Related Posts

ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜରିଆରେ ଜିଲ୍ଲାପାଳଙ୍କୁ ଗାଁସାଥି ମେଟଙ୍କ ଦାବୀ ପତ୍ର ପ୍ରଦାନ

ରିପୋର୍ଟ : ନରତ୍ତମ ପାଢୀ //
ମୁନିଗୁଡା,(୨୪/୧୧) : ମୁନିଗୁଡା ବ୍ଲକର ସମସ୍ତ ଗାଁ ସାଥି ମାନେ ଏକତ୍ରିତ ହୋଇ ସ୍ଵତନ୍ତ୍ର ଭାବେ ଏକ ସମାବେଶ ମାଧ୍ୟମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜରିଆରେ ଜିଲ୍ଲାପାଳ ଙ୍କୁ ଓ ପିଡି ଙ୍କୁ ନିଜର ହକ ପୂରଣ ପାଇଁ ଏକ ଦାବି ପତ୍ର ପ୍ରଦାନ କରିଥିଲେ ।

ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜରିଆ ରେ ଜିଲ୍ଲାପାଳ ଙ୍କୁ ଗାଁ ସାଥି ମେଟ ଙ୍କ ଦାବୀ ପତ୍ର ପ୍ରଦାନ କରାଯିବା ସମୟ ରେ ବି ଡି ଓ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ବେହେରା ଦାବୀ ପ୍ରଦାନ ସମୟରେ ମୁନିଗୁଡା ବ୍ଲକ ର ଗାଁ ସାଥି ସଭାପତି ଶ୍ରୀ ବନମାଳୀ ହିକକା, ସମ୍ପାଦକ ଗଜମଲ୍ କରକରିଆ, ଉପସଭାପତି କୃଷ୍ଣା କଡାରକା, ଶହ ସମ୍ପାଦକ ରଘନାଥ ପିଡିକାକା, ନରେନ୍ଦ୍ର କଡାକସାଧକ୍ୟ, ସୁସୂମା ସାହୁ, ରଜନୀ କହର, ଅନିତା ପିଡିକାକା, ହେମଲତା କଣ୍ଡାଗିରି ଓ ସମସ୍ତ ଗାଁ ସାଥି ମାନେ ଉପସ୍ଥିତ ଥିଲେ |

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles