Thursday, March 28, 2024

Top 5 This Week

Related Posts

ପୁଣି ଏକ ବାଲ୍ୟବିବାହ ବନ୍ଦ କଲା ପ୍ରଶାସନ

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୨୪/୧୧) : ଆଜି ବୌଦ୍ଧ ପ୍ରଶାସନ ଦ୍ୱାରା ଏକ ବାଲ୍ୟ ବିବାହ କୁ ରୋକାଯାଇପାରିଛି | ପୁଣି ଏକ ବାଲ୍ୟବିବାହ ବନ୍ଦ କଲା ପ୍ରଶାସନ |

ଶିଶୁ ବିକାଶ ପ୍ରକଳ୍ପ ତଥା ବାଲ୍ୟ ବିବାହ ନିଷେଧକାରିଣୀ ମିନତୀ ଦେଓ, ସଂଯୋଜିକା ଚାଇଲଡ଼ ଲାଇନ ବବିନା ନାଏକ, କଲ୍ୟାଣି ଶତପଥି, ସୁପରଭ।ଇସର, ବୌଦ୍ଧ, ମନମୁଣ୍ଡା ପୋଲିସ ଷ୍ଟେସନ, ହାବିଲଦାର, କିଷାନ ଚନ୍ଦ୍ର ପାଣ୍ଡେ, କଂସ୍ଟବଲ, ଉମେଷ ଚନ୍ଦ୍ର ଜ।ନି, ଚାଇଲଡ଼ ଲ।ଇନର କାଉନସେଲର ସୁଧାମୟୀ ରଥ, ସଦସ୍ୟ ହରପ୍ରସାଦ ତ୍ରିପାଠୀ, ପ୍ରେମଶିଲା ପ୍ରଧାନ, ଅଙ୍ଗନବାଡି ୱ।ର୍କର (ବଗଡ଼ିଆ) ଏବଂ ସଂଜୁଲତା ଦଣ୍ଡସେନା ବଗଡ଼ିଆ, ରୋକ୍ସ।, ଦାହ୍ୟ। କୁ ଯାଇ ପୁଣି ଏକ ବାଲ୍ୟବିବାହ ବନ୍ଦ କଲା ହେବାକୁ ଯାଉଥିବା କନ୍ୟାଟିକୁ, ପିତାମାତାଙ୍କୁ ସଚେତନ କରିପାରିଛନ୍ତି ।

ଝିଅଟିର ନିର୍ଭନ୍ଧ ସରିଥିଲା କିନ୍ତୁ ଯେଉଁ ପର୍ଯ୍ୟନ୍ତ ୧୮ ବୟସ ନ ପୁରିବା ପର୍ଯ୍ୟନ୍ତ ପିତାମାତାଙ୍କ ଠାରୁ ଏକ ଚୁକ୍ତିନାମା ପତ୍ର କରିଛନ୍ତି । ଯଦି ବିଚ୍ୟୁତ ହେବେ ତେବେ ଆଇନ ଅନୁଯାୟୀ ଦଣ୍ଡନୀୟ ହେବେ ବୋଲି ସେହି ପତ୍ରରେ ମଧ୍ୟ ଉଲ୍ଲେଖ କରାଯାଇଛି |

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles