କଂଗ୍ରେସ ର ଜନଜାଗରଣ ଯାତ୍ରା ଓ କର୍ମୀ ସମ୍ବିଳନୀ ଅନୁଷ୍ଠିତ

0
186

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୨୪/୧୧) : ବିନିକା ବ୍ଲକ କଉଡିଆମୁଣ୍ଡା ଠାରୁ କଂଗ୍ରେସ ର ଜନଜାଗରଣ ଯାତ୍ରା ଆରମ୍ଭ ହୋଇ କଇଁତରା ଗ୍ରାମ ରେ ଏକ କର୍ମି ସମ୍ମିଳନୀ ବିନିକା ବ୍ଲକ କଂଗ୍ରେସ ସଭାପତି ରବିନ୍ଦ୍ର ହୋତା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି ।WhatsApp Image 2021 11 25 at 11.07.35 AM କଂଗ୍ରେସ ର ଜନଜାଗରଣ ଯାତ୍ରା ଓ କର୍ମୀ ସମ୍ବିଳନୀ ଅନୁଷ୍ଠିତ

କଂଗ୍ରେସ ର ଜନଜାଗରଣ ଯାତ୍ରା ଓ କର୍ମୀ ସମ୍ବିଳନୀ ରେ ମୁଖ୍ୟ ଅତିଥି ବଲାଙ୍ଗୀର ଜିଲ୍ଲା ସଭାପତି ଦିଲ୍ଲୀପ ବେହେରା, ଜିଲ୍ଲା ପର୍ଯ୍ୟବେକ୍ଷକ ଲବକୁମାର ସାହୁ, ଜିଲ୍ଲା ଉପ ସଭାପତି ରାଜଗୋପାଲ ପାଣିଗ୍ରାହୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦିପ କୁମାର ସେଠୀ, ପିସିସି ସଭ୍ୟ ସଂଗ୍ରାମ କେଶରୀ ନାୟକ, ଜିଲ୍ଲା କିଷାନ ସେଲ ସଭାପତି ନରେନ୍ଦ୍ର ପଣ୍ଡା, କିଷାନ ସେଲ ରାଜ୍ୟ ସଂପାଦକ ସ୍ଵପ୍ନେଶ୍ଵର ପୁଷ୍ଟି, ବରିଷ୍ଠ ନେତା ନରେନ୍ଦ୍ର ସାହୁ, ରାଘବ ଦାସ, ସୁଧାଂଶୁ ପଣ୍ଡା, ହଜାରୁ ସାହୁ, ଛାତ୍ର ନେତା ଗୋବିନ୍ଦା ଝାଙ୍କର, ଉମାକାନ୍ତ ଦୀପ, ବିନିକା ଟାଉନ ଛାତ୍ର କଂଗ୍ରେସ ସଭାପତି ଟିକୁନ ମହାଲିଙ୍ଗ, ସୋସିଏଲ ମିଡିଆ ସଂଯୋଜକ ସୁମନ୍ତ ସାହୁ, କୁଶ ଭୁଏ, ଟିକୁ ହୋତା ପ୍ରମୁଖ ଉପସ୍ଥିତ ଥିଲେ ।