Thursday, March 28, 2024

Top 5 This Week

Related Posts

ଜିଲ୍ଲା ମିଶନ ଶକ୍ତି ଆନୁକୂଲ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଅନୁଷ୍ଠିତ

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୨୫/୧୧) : ଆଜି ଢେଙ୍କାନାଳ ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟରେ ଥିବା ସଦ୍ଭାବନା ଗୃହ ରେ ଜିଲ୍ଲା ମିଶନ ଶକ୍ତି ଆନୁକୂଲ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଏକ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2021 11 26 at 9.34.00 AM ଜିଲ୍ଲା ମିଶନ ଶକ୍ତି ଆନୁକୂଲ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଅନୁଷ୍ଠିତ

ଜିଲ୍ଲା ମିଶନ ଶକ୍ତି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଜ୍ୟୋସ୍ନା ରାୟ ଙ୍କ ଅଧ୍ୟକ୍ଷତା ରେ ଢେଙ୍କାନାଳ ର ୮ ଟି ବ୍ଲକ ର BLF ଲିଡର ଏବଂ BPC ମାନେ ଯୋଗ ଦେଇଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ଉଦ୍ଦେଶ୍ୟ ବିଷୟରେ ବୁଝାଇବା ଏହାର ମୂଳ ଲକ୍ଷ୍ୟ ଥିଲା ।

ଏହି କାର୍ଯ୍ୟକ୍ରମ ରେ ସଦର ବ୍ଲକ ମିଶନ ଶକ୍ତି ବିପିସି ଶ୍ରୀମତୀ ଉତ୍ତରାନୁ, BLF ସଭାନେତ୍ରୀ ଶ୍ରୀମତୀ ସରିତା ସାହୁ, ସମ୍ପାଦିକା ଶ୍ରୀମତୀ ସୁଲୋଚନା ସାହୁ ଓ ପୌରପାଳିକା CLF ଅଧ୍ୟକ୍ଷା କଳ୍ପନା ନନ୍ଦ ଯୋଗ ଦେଇଥିଲେ |

Popular Articles