Sunday, November 28, 2021
Homeଜିଲ୍ଲା ଖବରଜିଲ୍ଲା ମିଶନ ଶକ୍ତି ଆନୁକୂଲ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ...

ଜିଲ୍ଲା ମିଶନ ଶକ୍ତି ଆନୁକୂଲ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଅନୁଷ୍ଠିତ

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୨୫/୧୧) : ଆଜି ଢେଙ୍କାନାଳ ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟରେ ଥିବା ସଦ୍ଭାବନା ଗୃହ ରେ ଜିଲ୍ଲା ମିଶନ ଶକ୍ତି ଆନୁକୂଲ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଏକ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା ମିଶନ ଶକ୍ତି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଜ୍ୟୋସ୍ନା ରାୟ ଙ୍କ ଅଧ୍ୟକ୍ଷତା ରେ ଢେଙ୍କାନାଳ ର ୮ ଟି ବ୍ଲକ ର BLF ଲିଡର ଏବଂ BPC ମାନେ ଯୋଗ ଦେଇଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ଉଦ୍ଦେଶ୍ୟ ବିଷୟରେ ବୁଝାଇବା ଏହାର ମୂଳ ଲକ୍ଷ୍ୟ ଥିଲା ।

ଏହି କାର୍ଯ୍ୟକ୍ରମ ରେ ସଦର ବ୍ଲକ ମିଶନ ଶକ୍ତି ବିପିସି ଶ୍ରୀମତୀ ଉତ୍ତରାନୁ, BLF ସଭାନେତ୍ରୀ ଶ୍ରୀମତୀ ସରିତା ସାହୁ, ସମ୍ପାଦିକା ଶ୍ରୀମତୀ ସୁଲୋଚନା ସାହୁ ଓ ପୌରପାଳିକା CLF ଅଧ୍ୟକ୍ଷା କଳ୍ପନା ନନ୍ଦ ଯୋଗ ଦେଇଥିଲେ |

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -

Most Popular

Recent Comments