Sunday, November 28, 2021
Homeଜିଲ୍ଲା ଖବରନିଖିଳ ଉତ୍କଳ କୁଇ ସମାଜ ତରଫରୁ ରାଇକିଆ କୁଇ ସମାଜ ର ନୂତନ ସଭାପତି ଚୟନ

ନିଖିଳ ଉତ୍କଳ କୁଇ ସମାଜ ତରଫରୁ ରାଇକିଆ କୁଇ ସମାଜ ର ନୂତନ ସଭାପତି ଚୟନ

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ,(୨୬/୧୧) : ନିଖିଳ ଉତ୍କଳ କୁଇ ସମାଜ ତରଫରୁ ରାଇକିଆ କୁଇ ସମାଜ ର ନୂତନ ସଭାପତି ଚୟନ କରାଯାଇଛି । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ କୁଇ ସମାଜ ଗୃହ ଠାରେ ଆଜି କୁଇ ସମାଜ ର ନୂତନ ସଭାପତି ଚୟନ ହେବା ସହିତ ନୂତନ କାର୍ଯ୍ୟକାରିଣୀ କମଟି ଗଠନ ହୋଇ ଯାଇଅଛି ।

ଶ୍ରୀ ଜମ୍ବେଦ ପ୍ରଧାନ ନିଖିଳ ଉତ୍କଳ କୁଇ ସମାଜ ର ନୂତନ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ କାର୍ଯ୍ୟକାରିଣୀ କମିଟି ଭାବେ ଉପସଭାପତି ଶ୍ରୀ ଗୁରୁଦେବ ମଲିକ, ସମ୍ପାଦକ ଶ୍ରୀ ନାଭିଦାତ୍ୟ ପ୍ରଧାନ, ସହ ସମ୍ପାଦକ ଶ୍ରୀ ସୁଭ୍ରକାନ୍ତ ପ୍ରଧାନ, କୋଷାଧ୍ୟକ୍ଷ ଶ୍ରୀ ମୁକୁନ୍ଦ ଚନ୍ଦ୍ର ପ୍ରଧାନ ମନୋନୀତ ହୋଇଛନ୍ତି ।

ଏହି କାର୍ଯ୍ୟକ୍ରମ ରେ ଶତାଧିକ କୁଇ ସମାଜ ର ବ୍ୟକ୍ତି ଉପସ୍ଥିତ ରହି ଜାମ୍ବେଦ ପ୍ରଧାନ ଙ୍କୁ ମନୋନୀତ କରିଥିବା ବେଳେ ଆଗକୁ ଆଦିବାସୀ ଙ୍କ ସେବା ସହଯୋଗ ରେ ସାଥିରେ ରହିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -

Most Popular

Recent Comments