ହରଭଙ୍ଗା ବ୍ଲକରେ ଘନ କୁହୁଡି ର ପ୍ରକୋପ

0
284

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୨୬/୧୧) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ପ୍ରାକୃତିକ ପରିବେଶ ଖୁବ ମନଲୋଭା | ବ୍ଲକ କୂଳେ କୂଳେ ମହାନଦୀ ସାଙ୍ଗ ଘନ ସବୁଜ ବନାନୀ, ପାହାଡ଼ ପର୍ବତ ରେ ଘେରା ଶାନ୍ତ ପରିବେଶ | କିନ୍ତୁ ଆଜି ହରଭଙ୍ଗା ବ୍ଲକରେ ଘନ କୁହୁଡି ର ପ୍ରକୋପ ଦେଖିବାକୁ ମିଳିଛି |878524a2 3f17 4982 9878 5efbe95c3779 ହରଭଙ୍ଗା ବ୍ଲକରେ ଘନ କୁହୁଡି ର ପ୍ରକୋପ

ଆଜି ଏହି ଶାନ୍ତ ପରିବେଶ ରେ ହରଭଙ୍ଗା ବ୍ଲକରେ ଘନ କୁହୁଡି ର ପ୍ରକୋପ ଦେଖିବାକୁ ମିଳିଛି | ପ୍ରାୟ ସନ୍ଧ୍ୟା ୧୦ ଟାରୁ ସକାଳ ୯ ଟା ପ୍ରଯ୍ୟନ୍ତ ଆଜି ଘନ କୁହୁଡି ର ପ୍ରକୋପ ଦେଖିବାକୁ ମିଳିଥିଲା | ପ୍ରାତଃ ସମୟରେ ରାସ୍ତା ରେ ଯାତାୟତ କରିବା ମୁସ୍କିଲ ହୋଇପଡୁଛି | କୁହୁଡି ର ପ୍ରକୋପ ଏତେ ଯେ ଗଛପତ୍ର ରୁ ଶିଶିର ବୁନ୍ଦା ପଡିବା ସହିତ ସକାଳୁ ଯାତାୟତ ବେଳେ ଦେହ ଓଦା ହୋଇଯିବା ମଧ୍ୟ ଦେଖା ଯାଉଛି |