Friday, March 29, 2024

Top 5 This Week

Related Posts

କୋଭିଡ ନିୟମ ଅନୁପାଳନ ପାଇଁ ଜନସାଧାରଣଙ୍କୁ ସଚେତନ କଲା ଜିଲ୍ଲା ପ୍ରଶାସନ

83a26c16 2a3d 47d1 8ff7 62cf1dce5433 କୋଭିଡ ନିୟମ ଅନୁପାଳନ ପାଇଁ ଜନସାଧାରଣଙ୍କୁ ସଚେତନ କଲା ଜିଲ୍ଲା ପ୍ରଶାସନରିପୋର୍ଟ : ରଞ୍ଜୀତ ବେହେରା //
ଢେଙ୍କାନାଳ,(୦୪/୧୨) : ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ନିର୍ଦ୍ଦେଶ କ୍ରମେ କାରୋନ ର ନୂଆ ଭାରିଆଣ୍ଟ ଓମିକ୍ରନ ଭାରତ ଛୁଇଂବା ଓ କରୋନା ସଂକ୍ରମଣ ବଢିବା ପରେ ତୃତୀୟ ଲହର ଆଶଙ୍କା ବଢୁଥିବାରୁ ଏହାର ମୁକାବିଲା ପାଇଁ ଆଜି ଢେଙ୍କାନାଳ ପୌରାଞ୍ଚଳରେ କୋଭିଡ ନିୟମ ଅନୁପାଳନ କରିବା ସାମାଜିକ ଦୂରତା ବଜାୟ ରଖିବା , ମସ୍କ ବ୍ୟବହାର କରିବା ପାଇଁ ଜିଲ୍ଲାର ବିଭିନ୍ନ ବ୍ଲକ ଓ ବିଜ୍ଞାପିତ ଅଞ୍ଚଳରେ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଉଛି ।

ଆଜି ମଧ୍ୟ ଢେଙ୍କାନାଳ ପୌରାଞ୍ଚଳ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଜିଷ୍ଟ୍ରେଟ , ପୌର ନିର୍ବାହୀ ଅଧିକାରୀ ଙ୍କୁ ନେଇ ଗଠିତ ସ୍ମାର୍ଡ ଦଳ ସହର ର କୁଞ୍ଜକାନ୍ତ ଅଂଚଳ ଓ ବଜାର ମଧ୍ୟରେ ଥିବା ବିଭିନ୍ନ ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକୁ ଯାଞ୍ଚକରି କୋଭିଡ ନିୟମ ଅନୁପାଳନ ପୂର୍ବକ ସାମାଜିକ ଦୂରତା , ମାସ୍କ ପିନ୍ଧିବା ପାଇଁ ସଚେତନ କରାଇଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles