କୋଶଳ ସେନା ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

0
251

ରିପୋର୍ଟ : ବିମଳେନ୍ଦୁ ସାହୁ
ବଲାଙ୍ଗୀର,ଲୋଇସିଂହା,(୧୩/୦୭) : ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଘୁଙ୍ଗି ଗ୍ରାମ ଖେଳ ପଡିଆ ଓ ନିକଟସ୍ଥ କାପୁ ଡଙ୍ଗର ଠାରେ କୋଶଳ ସେନା ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ପ୍ରାୟ ୪ ଶହରୁ ଅଧିକ ଗଛ ଲଗାଯାଇଥିଲା । କୋଶଳ ସେନାର କୌସ୍ତୁଭ ସାହୁଙ୍କ ନେତୃତ୍ୱରେ ସରୋଜ ପଧାନ, ଅକ୍ଷୟ ସାହୁ, ଆଶିଷ ବିଶ୍ୱାଳ, ଡୋଳାମଣି ସାହୁ ପ୍ରମୁଖ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।