Friday, March 29, 2024

Top 5 This Week

Related Posts

ସି ପି ଆଇ ଏମ୍ ତରଫରୁ କୃଷକ ବିଜୟ ଦିବସ ପାଳିତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, ଗଜପତି, (୧୩/୧୨) : ଆଜି ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ବ୍ଲକ୍ ରେ ଆଜି ସି ପି ଆଇ ଏମ୍ ତରଫରୁ କୃଷକ ସମାଜ ନେତା କାର୍ତ୍ତିକ ଶବର ଙ୍କ ନେତୃତ୍ୱରେ କୃଷକ ବିଜୟ ଦିବସ ପାଳିତ ପାଳିତ ହୋଇଯାଇଛି ।

ପ୍ରକାଶ ଥାଉ କି କେନ୍ଦ୍ର ସରକାର ୩ କଳା କୃଷି ଆଇନ୍ ପ୍ରତ୍ୟାହାର କରିବା ପରେ ଚାଷୀ ମାନଙ୍କ ନୈତିକ ବିଜୟ ଘଟିଛି । ଦେଶ ର ବିଭିନ୍ନ ସ୍ଥାନ ରେ କୃଷକ ମାନେ ବିଜୟ ଦିବସ ମନାଉଛନ୍ତି । ସେ ଯାହା ହେଉ ନ କାହିଁକି ଏମ୍ ଏସ ପି ନ ଦେବା ପର୍ଯ୍ୟନ୍ତ ଚାଷୀ ଆନ୍ଦୋଳନ ପୁଣି ଚାଲୁ ରହିବ ବୋଲି କୃଷକ ମାନେ ଜିଦ ଧରିଛନ୍ତି । ସି ପି ଆଇ ଏମ୍ ତରଫରୁ କୃଷକ ସମାଜ ନେତା କାର୍ତ୍ତିକ ଶବର ଙ୍କ ନେତୃତ୍ୱରେ କୃଷକ ବିଜୟ ଦିବସ ପାଳିତ ହୋଇଛି ।

Popular Articles