ରାୟଗଡ ଜିଲ୍ଲାରେ ଦ୍ଵିତୀୟ ପର୍ଯ୍ୟାୟରେ ରୂପାନ୍ତରିନ ହେବ ୮୦ ଟି ବିଦ୍ୟାଳୟ

0
266

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ, ତା.(୧୫/୧୨) : ରାୟଗଡ ଜିଲ୍ଲାରେ ଦ୍ଵିତୀୟ ପର୍ଯ୍ୟାୟରେ ୮୦ ଟି ବିଦ୍ୟାଳୟ କୁ ରୂପାନ୍ତରିନ କରାଯିବ l ଏଥିପାଇଁ 5ଟି ସଚିବ ବିକେ ପାଣ୍ଡିଆନ ଗତ ୧୪/୧୨/୨୧ ରିଖ ଦିନ ଭିଡ଼ିଓ କନ୍ଫରେନ୍ସିଂଗ ମାଧ୍ୟମରେ ଛାତ୍ର ଛାତ୍ରୀ, ଶିକ୍ଷକ, ପୂର୍ବତନ ଛାତ୍ରଛାତ୍ରୀ, ସରପଞ୍ଚ ମାନଙ୍କ ସହିତ ଆଲୋଚନା କରିଥିଲେ l564b804a 94d7 43fe b44b 850386c203b8 ରାୟଗଡ ଜିଲ୍ଲାରେ ଦ୍ଵିତୀୟ ପର୍ଯ୍ୟାୟରେ ରୂପାନ୍ତରିନ ହେବ ୮୦ ଟି ବିଦ୍ୟାଳୟ

ରାୟଗଡ ଜିଲ୍ଲାରେ ଦ୍ଵିତୀୟ ପର୍ଯ୍ୟାୟରେ ୮୦ ଟି ବିଦ୍ୟାଳୟ କୁ ରୂପାନ୍ତରିନ ଆଲୋଚନା ବେଳେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ନିଜ ଜୀବନର ଲକ୍ଷ୍ୟ ବିଷୟରେ ବାର୍ତ୍ତାଳାପରେ ଉଚ୍ଚକୋଟୀ ଓ ପ୍ରେରଣାଦାୟୀ ଉତ୍ତର ଦେଇଥିଲେ l ଏଥିରେ 5ଟି ସଚିବ ଖୁସି ବ୍ୟକ୍ତ କରି ସେମାନଙ୍କୁ ପୁରସ୍କୃତ କରିଛନ୍ତି l ଉତ୍ତର ରଖିଥିବା ଛାତ୍ରଛାତ୍ରୀଙ୍କ ଆଦର୍ଶ ମହାପୁରୁଷ ମାନଙ୍କ ପୁସ୍ତକ ଉପହାର ବାବଦରେ ପ୍ରଦାନ କରିବା ସହ ସେହି ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବା ପାଇଁ ରାୟଗଡା ଜିଲ୍ଲାପାଳଙ୍କୁ କହିଥିଲେ la06a0cc9 9aa0 421f 9729 8390b18fba2a ରାୟଗଡ ଜିଲ୍ଲାରେ ଦ୍ଵିତୀୟ ପର୍ଯ୍ୟାୟରେ ରୂପାନ୍ତରିନ ହେବ ୮୦ ଟି ବିଦ୍ୟାଳୟ

ରାୟଗଡ ବ୍ଲକ ଅନ୍ତର୍ଗତ ପେଣ୍ଟା ଉନ୍ନୀତ ଉଚ୍ଚବିଦ୍ୟଳୟର ଛାତ୍ର ସିନ୍ଧିମା ନାଏକ କଳ୍ପନା ଚାୱଲା ଭଳି ମହାକାଶ ବିଜ୍ଞାନୀ ହେବେ ବୋଲି କହିଥିବା ବେଳେ ବିଷମ କଟକ ବ୍ଲକ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରୀ ଶର୍ମିଷ୍ଠା ଭୋଇ ଭାରତ ରତ୍ନ ଡ଼ଃ ଏପି ଯେ ଅବଦୁଲ କଲମ ପରି ଜଣେ ପଦାର୍ଥ ଵିଜ୍ଞାନୀ, ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ଉନ୍ନୀତ ଉଚ୍ଚବିଦ୍ୟଳୟର ଛାତ୍ରୀ ମାମାଲି ବୁରୁଡୁ, କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ଉଚ୍ଚବିଦ୍ୟଳୟର ଛାତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଭଳି ପାଇଲଟ ହେବେ ବୋଲି ବାର୍ତ୍ତାଳାପରେ କହିଥିଲେ ଯାହାକି ଉଚ୍ଚକୋଟିର ଓ ପ୍ରେରଣାଦାୟୀ ଥିଲା l ଏହି ଛାତ୍ରଛାତ୍ରୀମାନଙ୍କୁ ଆଜି ମାନ୍ୟବର 5ଟିସଚିବ ଜିଲାପାଳ ରାୟଗଡ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ମାଧ୍ୟମରେ କାର୍ଯ୍ୟାଳୟରେ ପୁରସ୍କୃତ କରିଥିଲେ l629024ee 3036 4afc a433 46a72d051b4d ରାୟଗଡ ଜିଲ୍ଲାରେ ଦ୍ଵିତୀୟ ପର୍ଯ୍ୟାୟରେ ରୂପାନ୍ତରିନ ହେବ ୮୦ ଟି ବିଦ୍ୟାଳୟ