Friday, March 29, 2024

Top 5 This Week

Related Posts

ନାଗପୁର ରୁ ଭୁବନେଶ୍ୱର ସାଇକେଲ ଯାତ୍ରାରେ ଯାଉଥିବା ଯାତ୍ରୀଙ୍କୁ ବୌଦ୍ଧରେ ସମ୍ବର୍ଦ୍ଧନା

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, ତା (୨୨/୧୨) : ପ୍ରଦୂଷଣ ମୁକ୍ତ, ବେଟି ବଞ୍ଚାଅ, ବେଟି ପଢାଅ, ପ୍ରତି ଘରେ ଗୋଟିଏ ଗଛ ଲଗେଇବା ପାଇଁ ସଚେତନତା ନାଗପୁର ରୁ ଭୁବନେଶ୍ୱର ସାଇକେଲ ଯାତ୍ରା କରୁଛନ୍ତି ନାଗପୁର ର ତିନି ଶିକ୍ଷକ ଓ ବ୍ୟବସାୟୀ ବନ୍ଧୁ ୫ ଦିନରେ ୧୦୦୦ କିଲୋମିଟର ଯାତ୍ରା ଲଖ୍ୟ ରଖି ବାହାରିଛନ୍ତି lb51a55f4 081e 4556 89ae 9041bdf27a57 ନାଗପୁର ରୁ ଭୁବନେଶ୍ୱର ସାଇକେଲ ଯାତ୍ରାରେ ଯାଉଥିବା ଯାତ୍ରୀଙ୍କୁ ବୌଦ୍ଧରେ ସମ୍ବର୍ଦ୍ଧନା

ଆଜି ସକାଳେ ତେଲିବନ୍ଧରେ ପ୍ରଭାତ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ନାଗପୁର ରୁ ଭୁବନେଶ୍ୱର ସାଇକେଲ ଯାତ୍ରାରେ ଯାଉଥିବା ଯାତ୍ରୀଙ୍କୁ ରୋପ କ୍ଳବ ର ସଦସ୍ୟମାନେ, ବୌଦ୍ଧ ବ୍ରିଜରେ ସମାଜସେବୀ କୃତ୍ତିବାସ ପଲିଆ ଓ ଓଡିଶା ଆଦର୍ଶ ବିଦ୍ୟାଳୟ ତେ ତେଲେଙ୍ଗା ବାର୍ଷିକ କ୍ରୀଡା ଉତ୍ସବ ଅବସରରେ ଅଧକ୍ଷ ହରେକୃଷ୍ଣ ବେହେରା, ଅଭିଭାବକ ସଙ୍ଘ ସଭାପତି ସ୍ୱାଧୀନ ବିଶ୍ୱାଳ, ସଭ୍ୟ ପ୍ରଭାତ ଚନ୍ଦ୍ର ପ୍ରଧାନ ଓ କୃତ୍ତିବାସ ପଲିଆ l

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles