ରାଜସ୍ବ ନିରୀକ୍ଷକ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

0
246

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୩୧/୧୨) : ଆଜି ହରଭଙ୍ଗା ବ୍ଲକ ରେ କାର୍ଯ୍ୟରତ ଥିବା ସରସରା ରାଜସ୍ବ ନିରୀକ୍ଷକ ଅଶୋକ କୁମାର ପରମଗୁରୁ ମହାପାତ୍ର ଓ ବିରନାରସିଂ ପୁର ସହକାରୀ ରାଜସ୍ବ ନିରୀକ୍ଷକ ଲିଙ୍ଗରାଜ ନାଥଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ହରଭଙ୍ଗା ତହସିଲ କାର୍ଯ୍ୟାଳୟ ଠାରେ ତହସିଲଦାର ଶମ୍ଭୁ ପ୍ରସାଦ ମିଶ୍ର ଙ୍କ ଅଧକ୍ଷ୍ୟତା ଅନୁଷ୍ଠିତ ହୋଇଯାଇଛି |

ରାଜସ୍ବ ନିରୀକ୍ଷକ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଅତିରିକ୍ତ ତହସିଲଦାର ହରିଓମ ଭୋଇ, ରିଭୁନୁ ସୁପର ଭାଇଜର ନିଶି କାନ୍ତ ମେହେର ଓ ହରଭଙ୍ଗା ତହସିଲ କାର୍ଯ୍ୟାଳୟ ର ସମସ୍ତ କ୍ଷେତ୍ର ଅଧିକାରୀ, କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ |