Thursday, March 28, 2024

Top 5 This Week

Related Posts

ଅଟୋ ସହ ଗଞ୍ଜେଇ ଜବତ, ଚାରି ଗିରଫ

ରିପୋର୍ଟ : ବିଭୁତି ଲହରିଆ //
ବାଲିଗୁଡ଼ା (୨୩ /୦୭) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପୋଲିସ ପକ୍ଷରୁ ବାରଖମା ଅଞ୍ଚ ରେ ପେଟ୍ରୋଲିଙ୍ଗ ସମୟ ରେ ଏକ ଅଟୋ ଗାଡି ରୁ ୪୫ କେଜି ତିନି ଶହ ଗ୍ରାମ ବେଆଇନ ଅଟୋ ସହ ଗଂଜେଇ ଜବତ କରିଛି |

ଅଟୋ ସହ ଗଞ୍ଜେଇ: ବାଲିଗୁଡ଼ା ଥାନା ଏସଆଇ ଶାନ୍ତନୁ ପ୍ରଧାନଙ୍କ ସହ ଏକ ଟିମ୍ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବିପରୀତ ଦିଗ ପଟୁ ଆସୁଥିବା ବେଳେ ଏକ ବାଜାଜ ଅଟୋ ନମ୍ୱର OD-05-AT 7152 ଯାଞ୍ଚ କରିବା ବେଳେ ଗାଡ଼ିରୁ ୪୫ କେଜି ୩୦୦ ଗ୍ରାମ ଗଞ୍ଜେଇ ବାହାରିଥିଲା । ବିରାଗୁଡା ଛକ ଠାରେ ଅଭିଯୁକ୍ତ ମାନଙ୍କ ଠାରୁ ଏକ ଵାଇକ ଜବତ ହୋଇଛି ଓ ପୋଲିସ ଗାଡ଼ିକୁ ଜବତ କରି ଥାନାକୁ ଆଣି ତଦନ୍ତ ଚାଲୁ ରଖିଛି |

ବାଲିଗୁଡ଼ା ଥାନା ଏସଆଇ ଶାନ୍ତୁନୁ ପ୍ରଧାନ କେସ୍ ନଂ ୧୨୨/୨୧ ଏକ ମାମଲା ରୁଜୁ କରି ଏହାର ତଦନ୍ତ ଚଲାଇଥିବା କହିଛନ୍ତି | ଗିରଫ ଚାରି ଜଣ ହେଲେ ବେଣୁଧର ସେଠି,ବିଦ୍ୟା ଭୂଷଣ ଦାସ ମଧୁପାଟଣା, କଟକ ଅଞ୍ଚଳ ର, ଗଦାଧର ପଣ୍ଡା, ଚୋୖଦୁଆର,ଓ କାଳିନ୍ଦୀସ୍ୱାଇଁ, ଖଣ୍ଡପଡା, ନୟାଗଡ ର ବୋଲି ଡିଏସପି ସ୍ବରାଜ ଦେଵତା ସୂଚନା ଦେଇ ଛନ୍ତି |

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles