ପୁରୁଣା କଟକ ଭୈରବୀ କନିଷ୍ଠ ମହାବିଦ୍ୟାଳୟ ରେ ଆଲୋଚନା ଚକ୍ର

0
163
ପୁରୁଣା କଟକ ଭୈରବୀ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୦୯/୦୧) : ହରଭଙ୍ଗା ବ୍ଲକ ପୁରୁଣା କଟକ ଭୈରବୀ କନିଷ୍ଠ ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ମନୋଜ କୁମାର ପାଠୀ ଙ୍କ ସଭାପତିତ୍ୱ ରେ ଶନିବାର ଦିନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଅଛି |a7f9aa20 7e4a 482b a932 55df412e2f0b ପୁରୁଣା କଟକ ଭୈରବୀ କନିଷ୍ଠ ମହାବିଦ୍ୟାଳୟ ରେ ଆଲୋଚନା ଚକ୍ର

ଉକ୍ତ କାର୍ଯ୍ୟକ୍ରମ ରେ ସ୍ୱୟଂଶାସିତ ସରକାରୀ ମହାବିଦ୍ୟାଳୟ ଫୁଲବାଣୀ କୋର୍ସ କୋଡିନେଟ ର ଅଧ୍ୟାପକ ଅସିତ ସାହୁ ଯୋଗ ଦେଇଥିବା ବେଳେ ରିଷୋର୍ଷପରସନ ଅଧ୍ୟାପକ ଡ଼.ସାମସଙ୍ଗ ଏବଂ ଅଧ୍ୟାପକ ସୁବୋଧ ସାହୁ ଯୋଗଦେଇ ବି ବି ଏ -ବି ସି ଏ କମ୍ପୁଟର କୋର୍ସ କୁ ଆପଣାଇ ନିଜ ନିଜର କ୍ୟାରୀୟର ଗଠନ କରିବା ପାଇ ପରାମର୍ଶ ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇଥିବା ବେଳେ କ୍ୟାରିୟାର ଗଠନରେ ପୁରୁଣା କଟକ ଭୈରବୀ କନିଷ୍ଠ ମହାବିଦ୍ୟାଳୟ ଛତ୍ରଛାତ୍ରୀ ଙ୍କୁ ଉଚିତ ପରାମର୍ଶ ଦେଇଥିବା ଯୋଗୁଁ ମହାବିଦ୍ୟାଳୟ ଅଧକ୍ଷ ମୋନଜ ପାଠୀ ଆଗନ୍ତୁକ ଅତିଥି ମାନଙ୍କୁ ସାଧୁବାଦ ଜଣାଇଥିଲେ | ଏପରି ଏକ ଶୈଖିକ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ରେ ସମସ୍ତ କର୍ମକର୍ତା ସହଯୋଗ କରିଥିଲେ |