Friday, March 29, 2024

Top 5 This Week

Related Posts

ରମାନା ଗୁଡା ବ୍ଲକ୍ ର ସୁଲୁଡ଼ି ହାଟରେ ମାସ୍କ ଓ ସାନିଟାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ : ନରତ୍ତମ ପାଢୀ //
ବିଷମକଟକ, (୦୯/୦୧) : ରାୟଗଡ଼ା ଜିଲ୍ଲା ବିଷମ କଟକ ରମାନା ଗୁଡା ବ୍ଲକ୍ ର ସୁଲୁଡ଼ି ହାଟରେ ଓମିକ୍ରମ୍ ର ସଚେତନ କରାଇବା ସହିତ ମାସ୍କ ବଣ୍ଟନ ଓ ସାନିଟାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |e5494f79 7b6c 4a52 b030 b9198ee85b6d ରମାନା ଗୁଡା ବ୍ଲକ୍ ର ସୁଲୁଡ଼ି ହାଟରେ ମାସ୍କ ଓ ସାନିଟାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ରମାନା ଗୁଡା ବ୍ଲକ୍ ର ସୁଲୁଡ଼ି ହାଟରେ ଏହି କାର୍ଯ୍ୟକ୍ରମ ରେ ତହସିଲଦାର ଶ୍ରୀ ମତୀ ପ୍ରଭାତ ଝଡିଆ, ଅତିରିକ୍ତ ତହସଲଦାର ଫାଡ଼ିଳଣ୍ଡ ଏକା, ଗୋଗୁପଡୁ ସରପଞ୍ଚ ଶ୍ରୀ ବିଜୟ ମଣ୍ଡାଙ୍ଗି, ଏ ଏସ ଆଇ ଶ୍ରୀ ପୃଥିବୀ ରଜ ଯାଙ୍କର, ଜିଲ୍ଲା ସାଧାରଣ ସମ୍ପାଦକ ସଞ୍ଜୟ ପ୍ରଧାନ, ଗରାଣ୍ଡ ଏ ନ ଲିଗରଜ, ଗୋପଡୁ ଆର ଇ ଶ୍ରୀ କୋଇବଲ୍ୟ ପାଢୀ ଉପସ୍ଥିତ ଥିଲେ |

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles