ସାଇ ସତସଙ୍ଗ ସେବା ଟ୍ରଷ୍ଟ ତରଫରୁ ଚତୁର୍ଥ ରକ୍ତଦାନ ଶିବିର

0
158
ସାଇ ସତସଙ୍ଗ

ରିପୋର୍ଟ : ଶୁଭମ ପାଣି //
ଢେଙ୍କାନାଳ, (୧୨/୦୧) : ଢେଙ୍କାନାଳ ଦକ୍ଷିଣକାଳୀ ରୋଡ଼ ସ୍ଥିତ ଶ୍ରୀରାମ ମଣ୍ଡପ ଠାରେ ସାଇ ସତସଙ୍ଗ ଟ୍ରଷ୍ଟ ତରଫରୁ ଚତୁର୍ଥ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି |1fb1d4f6 21a4 4bcd bd40 8cf60702b0dc ସାଇ ସତସଙ୍ଗ ସେବା ଟ୍ରଷ୍ଟ ତରଫରୁ ଚତୁର୍ଥ ରକ୍ତଦାନ ଶିବିର

ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ,ମୁଖ୍ୟ ଚିକିତ୍ସାଲୟର C. D. M. O ଡ଼. ଅଶୋକ କୁମାର ଦାସ, ପୌର ଯନ୍ତ୍ରୀ ରଶ୍ମିତା ମିଶ୍ର, ରାଜକିଶୋର ବେହେରା, ଅଧକ୍ଷ ଶିବପ୍ରସାଦ ପଣ୍ଡାଙ୍କ ଉପସ୍ଥିତିରେ ଦୀପ ପ୍ରଜ୍ବଳନ କରାଯାଇ ଏହି ଚତୁର୍ଥ ରକ୍ତଦାନ ଶିବିରଟି ଉଦଘାଟନ ହୋଇଥିଲା | ସାଇ ସତସଙ୍ଗ ସେବା ଟ୍ରଷ୍ଟ ସଭାପତି ଉପେନ୍ଦ୍ର ହୋତା, ସମ୍ପାଦକ ଅମରେନ୍ଦ୍ର ସାହୁ, ପୋଷଧକ୍ୟ ଅମରେନ୍ଦ୍ର ଖୁଣ୍ଟିଆ, ଉପସ୍ଥିତ ଥିଲେ, ଏହି ରକ୍ତଦାନ ଶିବିରରେ ୧୧୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି |