ଦ୍ଵିତୀୟ ଦିନ ରେ ୫ ସରପଞ୍ଚ ଓ ଦୁଇ ସମିତି ସଭ୍ୟପଦ ପାଇଁ ନାମାଙ୍କନ ଦାଖଲ

0
165
ସୁବର୍ଣ୍ଣପୁର ଜିଲ୍ଲାରେ ଚତୁର୍ଥ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୯/୦୧) : କାଶୀନଗର ପଞ୍ଚାୟତ ସମିତି ରେ ରାଜନୈତିକ ବାତାବରଣ ବେଶ୍ ସରଗରମ ହୋଇ ଉଠିଛି । ଆଜି ଦ୍ଵିତୀୟ ଦିନ ରେ ମୋଟ ୫ ଜଣ ସରପଞ୍ଚ ପ୍ରାର୍ଥୀ ଦୁଇ ସମିତି ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । 

କାଶୀନଗର ବ୍ଲକ ରେ ନିର୍ବାଚନ ଉଷ୍ମତା ବଢ଼ି ଚାଲିଛି । ଦ୍ଵିତୀୟ ଦିନ ରେ କରିଥିବା ନାମାଙ୍କନ ଦାଖଲ କୁ ନେଇ ନିର୍ବାଚନ ଅଧିକାରୀଙ୍କ ଠାରୁ ପ୍ରକାଶ କି ବୁଦୁରା, ଖାରଦା, କେ ସୀତା ପୁର, ରାଣୀ ପେଣ୍ଠ ଇତ୍ୟାଦି ପଞ୍ଚାୟତରେ ଏ ସବୁ ନାମାଙ୍କନ ଦାଖଲ ହୋଇଥିବା ବେଳେ ପ୍ରାୟ ୨୦ ଜଣ ୱାର୍ଡ ମେମ୍ବର ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି । ଏ ଯାଏଁ କିଏ କୋଉ ଦଳ ର ପ୍ରାର୍ଥୀ ସେ ନେଇ ଚିତ୍ର ଜଣା ପଡିନାହିଁ । ଏଠାରେ ବିଜେପି ଓ ବିଜେଡି ସମର୍ଥିତ ପ୍ରାର୍ଥୀ ଙ୍କ ମଧ୍ୟରେ ଲଢେ଼ଇ ହେବ ।