-5.7 C
Innichen
Sunday, May 22, 2022

ଚତୁର୍ଥ ଦିନରେ ୮୯ ୱାର୍ଡ ମେମ୍ବର, ୨୬ ସରପଞ୍ଚ, ୧୩ ସମିତି ସଭ୍ୟଙ୍କ ନାମାଙ୍କନ ଦାଖଲ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୨୦/୦୧) : ଆଜି ଚତୁର୍ଥ ଦିନରେ କାଶୀନଗର ବ୍ଲକ ରେ ସଂଖ୍ୟାଧିକ ନାମାଙ୍କନ ଦାଖଲ ହୋଇ ଥିବା ଜଣା ପଡ଼ିଛି । ଚତୁର୍ଥ ଦିନରେ ୮୯ ୱାର୍ଡ ମେମ୍ବର, ୨୬ ସରପଞ୍ଚ, ୧୩ ସମିତି ସଭ୍ୟଙ୍କ ନାମାଙ୍କନ ଦାଖଲ ହୋଇ ଥିବା ଜଣା ପଡ଼ିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ଚତୁର୍ଥ ଦିନରେ ୮୯ ଜଣ ୱାର୍ଡ ମେମ୍ବର, ୨୬ ଜଣ ସରପଞ୍ଚ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ୧୩ ଜଣ ସମିତି ସଭ୍ୟ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି । ସର୍ବାଧିକ ହାଡୁ ଭାଙ୍ଗି ଓ ଅଲଡ଼ାରେ ୫ ଜଣ ସରପଞ୍ଚ ପ୍ରାର୍ଥୀ ଆଜି ନାମାଙ୍କନ ଭରିଛନ୍ତି । କିନିଗମ୍ ରେ ୫ ଜଣ ସମିତି ସଭ୍ୟ ନାମାଙ୍କନ ଦାଖଲ କରିଛନ୍ତି । ଆସନ୍ତା କାଲି ଶେଷ ଦିନ ଥିବାରୁ ବହୁତ୍ ଆଶାୟୀ ନାମାଙ୍କନ ଦାଖଲ କରିବା ଅନୁମାନ କରା ଯାଉଛି ।

Related Articles

Stay Connected

0FansLike
3,320FollowersFollow
19,600SubscribersSubscribe
- Advertisement -spot_img

Latest Articles