Thursday, March 28, 2024

Top 5 This Week

Related Posts

ସ୍ୱାଧୀନ ପ୍ରାର୍ଥୀ ର ନାମାଙ୍କନ ପତ୍ର ଦାଖଲ

ରିପୋର୍ଟ : ନରତ୍ତମ ପାଢ଼ୀ //
ବିଷମକଟକ, (୨୧/୦୧) : ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ବିଷମକଟକ ଗ୍ରାମ ପଞ୍ଚାୟତ ରେ ଜଣେ ଶିକ୍ଷିତ ଯୁବକ ଶ୍ରୀ କୃଷ୍ଣଚନ୍ଦ୍ର ପିଡିକାକା ସରପଞ୍ଚ ପଦବୀ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିଜର ନାମାଙ୍କନ ଆଜି ଅର୍ଥାତ ତା-୨୧/୦୧/୨୦୨୨ରେ ଦାଖଲ କରିଛନ୍ତି ।d57b0816 b5b0 4379 838b a75d1b82005f ସ୍ୱାଧୀନ ପ୍ରାର୍ଥୀ ର ନାମାଙ୍କନ ପତ୍ର ଦାଖଲ

ଜଣେ ଶିକ୍ଷିତ ଯୁବକ କୁ ସରପଞ୍ଚ ପଦବୀ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବରେ ଦେଖି ବିଷମକଟକ ର ସମସ୍ତ ବାସିନ୍ଦା ଖୁସି ସହ ତାଙ୍କ ସହ ସମସ୍ତେ ଅଛୁ ବୋଲି ନିଜ ମତ ଦେଇଛନ୍ତି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles