Friday, March 29, 2024

Top 5 This Week

Related Posts

ଗୋ ଚାଲାଣ କରି ୩ ଗିରଫ : ୩ ଟି ବୋଲେରୋ ଜବତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୩୧/୦୧) : କାଶୀନଗର ଅଞ୍ଚଳ ନିକଟରେ ଥିବା ବଳଦା ହାଟ (ଆନ୍ଧ୍ର) ରୁ ପ୍ରତ୍ୟେକ ମଙ୍ଗଳବାର ଦିନ ଶହ ଶହ ଗୋ ଚାଲାଣ ହେଉଥିବା ନଜିର ରହି ଆସିଛି ।WhatsApp Image 2022 01 31 at 11.30.58 AM ଗୋ ଚାଲାଣ କରି ୩ ଗିରଫ : ୩ ଟି ବୋଲେରୋ ଜବତ

ଗତକାଲି କାଶୀନଗର ଥାନା ଅଧିକାରୀ ସୁଶାନ୍ତ ସାହୁ ଙ୍କ ନିର୍ଦ୍ଦେଶ କ୍ରମେ କାଶୀନଗର ପୋଲିସ ହାଡୁ ଭାଙ୍ଗି ଛକ ନିକଟରେ ୩ଟି ବୋଲେରୋ ଶହ ୩ ଜଣ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ଯାଇଛି । ୧୬/୨୨ ରେ ଏକ ମୋକଦ୍ଦମା ରୁଜୁ ହୋଇଛି । ପ୍ରକାଶ ଥାଉ କି ପ୍ରତି ଶନିବାର ଦିନ ଗୁଣୁପୁର ଓ ବୁଡୁରା ପଟ ରୁ ଶହ ଶହ ଗାଈ କୁ ଚାଲି ଚଳାଇ ଆଣି ଆନ୍ଧ୍ର ପ୍ରଦେଶ ର ବାଳଦା କଡୁମୁ ଓ ହାଡୁ ଭାଙ୍ଗି ଛକ ଦେଇ ବର୍ଷ ର ପ୍ରତ୍ୟେକ ସମୟ ରେ ଏହି ଗୋ ଚାଲାଣ ହୋଇ ଆସୁଛି ।

Popular Articles