Friday, March 29, 2024

Top 5 This Week

Related Posts

ଲୋଇସିଂହା ଉପରବାହାଲ ଠାରେ ଭାରତୀୟ ଜନତା ପାର୍ଟି ର ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

ରିପୋର୍ଟ : ବିମଳେନ୍ଦୁ ସାହୁ //
ଲୋଇସିଂହା, (୨୮/୦୭) : ବଲାଙ୍ଗୀର ଜିଲ୍ଲା ର ଲୋଇସିଂହା ବ୍ଲକ ଉପରବାହାଲ ଠାରେ କୁଶମେଲ ମଣ୍ଡଳ ସଭାପତି କିଶୋର ପଟେଲଙ୍କ ସଭାପତିତ୍ୱରେ ଭାରତୀୟ ଜନତା ପାର୍ଟି ର ମଣ୍ଡଳ ସ୍ତରୀୟ ଦ୍ୱତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l9c4c3e5b ceb0 43e4 a710 46185a12f777 ଲୋଇସିଂହା ଉପରବାହାଲ ଠାରେ ଭାରତୀୟ ଜନତା ପାର୍ଟି ର ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗୀର ଜିଲ୍ଲା ର ଲୋଇସିଂହା ଉପରବାହାଲ ଠାରେ ଅନୁଷ୍ଠିତ ଭାରତୀୟ ଜନତା ପାର୍ଟି ର ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ରେ ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଲିଙ୍ଗ ଙ୍କ ସମେତ ବୈଠକ ପ୍ରଭାରୀ ଜୋତିରଂଜନ ରାଉତ, ଏମପି ନୋମିନି ବାଳକୃଷ୍ଣ ଧରୁଆ, ଜିଲ୍ଲା ଉପ ସଭାପତି ଲେକୃ ତ୍ରିପାଠୀ, ରଘୁ ସାହୁ, ସତ୍ୟ ସେଠ୍, ପୁରୁଷୋତ୍ତମ ମେହେର, ଅମରଜିତ ପଟେଲ, ସାଇଦେବ ପଟେଲ, ସଂଜୀବ ସାହୁ, ଜିତୁ ସାହୁ, ହିମାଞ୍ଚଳ ମେହେର, ମୁକେଶ ତ୍ରିପାଠୀ, ମଣ୍ଟୁ ସାହୁ, ଶଶୀ ସାହୁ, ମୁକେଶ ପଧାନ, ପ୍ରଫୁଲ୍ଲ ମିଶ୍ର, ଫିଲମାନ ବାଗ ପ୍ରମୁଖ ପଦାଧିକାରୀ ଓ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ l

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles