Friday, March 29, 2024

Top 5 This Week

Related Posts

କାଶୀନଗର ପଞ୍ଚାୟତ ସମିତି ଗଠନ କରିବ ବିଜେଡ଼ି : ଅଜ୍ଞାତ ବାସରେ ସମିତି ସଭ୍ୟ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୧୦/୦୩) : ଆସନ୍ତା ୧୨ ତାରିଖ ରେ କାଶୀନଗର ପଞ୍ଚାୟତ ସମିତି ର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ, ଏଣୁ ଏବେ ଠାରୁ ନାନା ଆଲୋଚନା ହେଉଛି ।

ପ୍ରକାଶ ଥ୍ଥାଉ କି ପଞ୍ଚାୟତ ନିର୍ବାଚନ ର ଫଳାଫଳ ପ୍ରକାସ ପାଇ ସାରିଛି । ଏହି ଫଳାଫଳ ଅନୁଯାୟୀ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ୯ ଜଣ ଏବେ ଅଜ୍ଞାତ ବାସ ରେ ରହିଥିବା ଜଣା ଯାଇଛି । ଏହି ନିର୍ବାଚନ ରେ ୧ ଟି କଂଗ୍ରେସ୍ ପକ୍ଷରେ ଯାଇଥିବା ବେଳେ ୨ ଟି ବିଜେପି ସମର୍ଥନ ରେ ଯାଇଛି । ଆସନ୍ତା ୧୨ ତାରିଖ ସକାଳୁ ଦଳ ର ତୁଙ୍ଗ ନେତା ଓ କର୍ମୀଙ୍କ କଡା ସୁରକ୍ଷା ମଧ୍ୟରେ ୯ ସମିତି ସଭ୍ୟ ଓ ସଭ୍ୟା ପହଞ୍ଚିବେ । ଏଥର ସାଧାରଣ ବର୍ଗ ମହିଳାଙ୍କ ପାଇଁ ଅଧ୍ୟକ୍ଷ ପଡ ସଂରକ୍ଷିତ ହୋଇଛି । ବିଜେଡ଼ି ଏଥର ବିଜେଡ଼ି କାଶୀନଗର ପଞ୍ଚାୟତ ସମିତି ଆସନ ଅକ୍ତିଆର କରିବ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles