Friday, March 29, 2024

Top 5 This Week

Related Posts

ଆଗାମୀ ୨୮ ଓ ୨୯ ତାରିଖରେ CPI(ML) ତରଫରୁ ହେବାକୁ ଥିବା ଧର୍ମଘଟର ପ୍ରସ୍ତୁତି ବୈଠକ

ରିପୋର୍ଟ : ବିରଞ୍ଚି ପ୍ରସାଦ //
ଗୁଣୁପୁର, (୨୬/୦୩) : ଆଜି ୨୬/୦୩/୨୦୨୨ ତାରିଖରେ CPI(ML) Liberation, ଅଖିଲ ଭାରତ ଗ୍ରାମିଣ କ୍ଷେତ ମଜଦୁର ସଭା (AIARLA) ଓ ଆଦିବାସୀ ସଂଘର୍ଷ ମୋର୍ଚା (ASM) ତରଫରୁ ଆଗାମୀ ୨୮ ଓ ୨୯ ତାରିଖରେ ହେବାକୁ ଥିବା ଧର୍ମଘଟର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।432a9bdf 15fe 4275 90cd 39caf13aeaa9 ଆଗାମୀ ୨୮ ଓ ୨୯ ତାରିଖରେ CPI(ML) ତରଫରୁ ହେବାକୁ ଥିବା ଧର୍ମଘଟର ପ୍ରସ୍ତୁତି ବୈଠକ

ଆଗାମୀ ୨୮ ଓ ୨୯ ଦୁଇ ଦିନ ଧରି AICCTU- ଆଶା- ଅଙ୍ଗନବାଡି – ପାଚିକା ଓ ସହାୟକ ମହାସଂଘ, ଗୁଣପୁର ମୋଟର କର୍ମଚାରୀ ଓ ମିଳିତ ଶ୍ରମିକ ମାନଙ୍କ ତରଫରୁ ୧୨ ଦଫା ଦାବି ନେଇ ଦେଶ ବ୍ୟାପି ଧର୍ମଘଟ ଓ ହଡତାଲ କୁ ସମର୍ଥନ କରିବା ପାଇଁ ଉକ୍ତ ବୈଠକରେ ନିଷ୍ପତି ନିଆଯାଇଛି |98b44220 9456 44a8 a24e 9ef3e86dfaa5 ଆଗାମୀ ୨୮ ଓ ୨୯ ତାରିଖରେ CPI(ML) ତରଫରୁ ହେବାକୁ ଥିବା ଧର୍ମଘଟର ପ୍ରସ୍ତୁତି ବୈଠକ

ଶ୍ରମିକ ମାନଙ୍କୁ ଛଟେଇ ବନ୍ଦ କରିବା ସଙ୍ଗେ ସଙ୍ଗେ ୧୨ ଦଫା ଦାବି ନେଇ ଧର୍ମଘଟ ସଫଳ କରିବା ପାଇଁ ସାଧାରଣ ସଭାରେ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ CPI (ML) LIBERATION ର ଜିଲ୍ଲା ସମ୍ପାଦକ ତିରୁପତି ଗମାଙ୍ଗ ଅଧ୍ୟାକ୍ଷତା କରି ଆଗାମୀ ଦିନରେ ହେବାକୁ ଥିବା ଧର୍ମଘଟ କୁ ସଫଳ କରିବାକୁ ନିବେଦନ କରିଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles