Friday, March 29, 2024

Top 5 This Week

Related Posts

ସିନେମା ସୁଟିଂ ନାଁରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ରିପୋର୍ଟ : ସୁଭାସିସ ନାୟକ

ଭୁବନେଶ୍ୱର, (୨୮/୦୩) : ସିନେମା ସୁଟିଂ ନାଁରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତ ସ୍ୱରାଜ ବିଶ୍ୱାଲ ଙ୍କୁ ବାନ୍ଧିଲା ପୋଲିସ । ସରୋଜ ଙ୍କୁ ଖୋର୍ଦ୍ଧା ରୁ ଗିରଫ କରିଛି ଭରତପୁର ଥାନା ପୋଲିସ

ସିନେମା ସୁଟିଂ ନାଁରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ! ଘଟଣା ପର ଠୁ ଫେରାର ହୋଇ ୬ ରାଜ୍ୟରେ ଘୁରି ବୁଲୁଥିଲା ଅଭିଯୁକ୍ତ । ଫେରାର ସମୟରେ ସେ ଗାଡି ଭିତରେ ହିଁ ଲୁଚି ରହିଥିଲା । ବେଶ ପରିବର୍ତ୍ତନ କରି ଖୋର୍ଦ୍ଧାରେ ଘର ଭଡା ନେଇ ରହିଥିଲେ ।

ଗତ ମାର୍ଚ୍ଚ ଚାରି ତାରିଖ ରାତିରେ ସୁଟିଂ ବାହାନାରେ ଘରକୁ ଯୁବତୀ ଙ୍କୁ ଡ଼ାକି ଦୁଷ୍କର୍ମ କରିଥିଲା । ପୂର୍ବରୁ ଅନ୍ୟ ଜଣେ ଅଭିଯୁକ୍ତ ବିଷ୍ଣୁ ଚରଣ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏ ନେଇ ଡିସିପି ଉମା ଶଙ୍କର ଦାଶ ସୂଚନା ଦେଇଛନ୍ତି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles