ଶ୍ରୀ ରାମ ଜୁନିଅର କଲେଜ ଏନ୍ ଏସ ଏସ ତରଫରୁ ସ୍ୱଚ୍ଛ ଭାରତ

0
174
ଶ୍ରୀ ରାମ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୦୧/୦୪) : ଆଜି ସାରା ରାଜ୍ୟରେ ଉତ୍କଳ ଦିବସ ପାଳିତ ହେଉଛି । ୧୯୩୬ ମସିହା ଏପ୍ରିଲ ୧ ରେ ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା । ଉତ୍କଳ ର ବରପୁତ୍ର ମାନଙ୍କୁ ମାନେ ପକାଯାଇଛି ।

ଆଜି ଶ୍ରୀ ରାମ ଜୁନିଅର କଲେଜ ଅଧ୍ୟକ୍ଷ ଶ୍ରୀ ନବ କୃଷ୍ଣ ସାହୁକାର ଓ ବହୁ ଅଧ୍ୟାପକ ଓ କର୍ମ ଚାରୀ ଓ ଛାତ୍ର ଛାତ୍ରୀ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି କଲେଜ ପରିସରକୁ ସ୍ୱଚ୍ଛ କରିଥିଲେ।