ବଲାଙ୍ଗୀର ଜିଲ୍ଲା ର ଉପାନ୍ତ ଅଂଚଳରେ ଗରିବଙ୍କ ଜୀବନଜୀବିକା ପାଲଟିଛି ଜଙ୍ଗଲ

0
176
ବଲାଙ୍ଗୀର ଜିଲ୍ଲା ର

ରିପୋର୍ଟ : ସୁଶାନ୍ତ ନାୟକ //
ବଲାଙ୍ଗୀର, ତା(୦୧/୦୪) : ଆଦିବାସୀ ଅଧ୍ୟୁଷିତ ବଲାଙ୍ଗୀର ଜିଲ୍ଲା ର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଥିବା ଅତ୍ୟନ୍ତ ଗରିବ ଶ୍ରେଣୀ ର ଲୋକଙ୍କ ଜୀବନ ଜୀବିକା ପାଲଟିଛି ଜଙ୍ଗଲ3aa4c694 bfc1 4553 b448 ba66c833f69a ବଲାଙ୍ଗୀର ଜିଲ୍ଲା ର ଉପାନ୍ତ ଅଂଚଳରେ ଗରିବଙ୍କ ଜୀବନଜୀବିକା ପାଲଟିଛି ଜଙ୍ଗଲ

ହେଲେ ପରିତାପ ର ବିଷୟ ଏହା ଯେ, ବଲାଙ୍ଗୀର ଜିଲ୍ଲା ର ଉପାନ୍ତ ଅଂଚଳରେ ଟୋଲ, ମହୁଲ, ଫୁଲ ପରି ବିଭିନ୍ନ ଆବଶ୍ୟକୀୟ ଫଳ ଫୁଲ ହିଁ ତାଙ୍କର ଏକମାତ୍ର ଆୟ ର ପନ୍ଥା କିନ୍ତୁ ଏହି ଫୁଲ ବା ଵିଶେଷ କରି ମହୁଲ ଫୁଲ ପାଇଁ କିଛି ଅସାଧୁ ଲୋକେ ଜଙ୍ଗଲରେ ନିଆଁ ଲେଗେଇ ଦେଉଥିବା ଦେଖାଯାଉଛି । ଧୀରେ ଧୀରେ ଜଙ୍ଗଲ କ୍ଷୟ ହୋଇ ଆସୁଥିବା ବେଳେ କାଗଜ ପତ୍ର ରେ ନୂତନ ବନୀକରଣ ବାରମ୍ବାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅଭିଯୋଗ ହୋଇଆସୁଛି ।8f48d3b6 a315 4ec8 a95e ad26bbd60404 ବଲାଙ୍ଗୀର ଜିଲ୍ଲା ର ଉପାନ୍ତ ଅଂଚଳରେ ଗରିବଙ୍କ ଜୀବନଜୀବିକା ପାଲଟିଛି ଜଙ୍ଗଲ

ବିଶେଷ କରି କିଛି ଚୋରା କାଠ ମାଫିଆ ଏପରି ନିଆଁ ଲଗେଇ ଜଙ୍ଗଲ ବିଭାଗ ର କିଛି ଅଧିକାରୀ ଙ୍କୁ ହାତ କରି କୋଇଲା ସଂଗ୍ରହ କରୁଥିବା ଦେଖାଯାଉଛି । ଏହି ନିଆଁ ଯୋଗୁଁ ଅନେକ ଯିବ ଜନ୍ତୁ ଙ୍କ ଅବସ୍ଥା ଅନୁମେୟ ।

ଜିଲ୍ଲାର ମୁରିବାହାଲ, ଦେଓଗାଁ, ସଇଁତଲା, ଭାଲୁମୁଣ୍ଡା, ବଙ୍ଗୋମୁଣ୍ଡା, କଣ୍ଟାବାଞ୍ଜି, ତୁରେକେଲା, ବେଲପଡା, ପାଟଣାଗଡ଼, ଗୁଡିଘାଟ, ଗୋଲଭାଡ଼ି, ଟିଟିଲାଗଡ଼ ଆଦି ରେଞ୍ଜ ଅଞ୍ଚଳରେ ଏହି ନିଆଁ ଓ ଜଙ୍ଗଲ କାଟ ନେଇ ଦୃଷ୍ଟାନ୍ତ ମୁଳକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଜିଲ୍ଲା ଜନସେବା ସଙ୍ଘ ତରଫରୁ ଦାବି ହୋଇଛି ।