କାଳବୈଶାଖି ରେ ୨ ପରିବାର ର ଛାତ ଛପର ଉଡ଼ିଲା

0
223
କାଳବୈଶାଖି

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୪/୪) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସୁନାଖଣ୍ଡି ପଞ୍ଚାୟତ ର ମନେଇଗୁଡା ଗ୍ରାମ ନିକଟରେ ଥିବା ପଦର ସାଇ ରେ କାଳବୈଶାଖି ର ତାଣ୍ଡବରେ ୨ ପରିବାର ର ଘର ଛପର ଉଡି ଯାଇଥିବା ଦେଖିବାକୁ ମିଳିଛି ।292ccaf8 29e9 452a ae03 1b9569f96636 କାଳବୈଶାଖି ରେ ୨ ପରିବାର ର ଛାତ ଛପର ଉଡ଼ିଲା

ପଦରସାଇ ର ମଧୁ ସୁଦନ ନାଗ ଓ ସୁଖ ବଡ଼ ନାୟକ, ଏହି ୨ ପରିବାର ଙ୍କ ଘର ଗତକାଲି ଅପରାହ୍ନରେ କାଳବୈଶାଖି ରେ ଘଡଘଡି ସହ ପବନ କୁଆପଥର ବର୍ଷା ହେବା ଯୋଗୁଁ ଘର ର ଛପର ଉଡିଯାଇଥିଲା । ଯାହାଫଳରେ ଘରର ସମସ୍ତ ଧାନ, ଚାଉଳ, ମଣ୍ଡିଆ, ପୋଷାକ, ଇତ୍ୟାଦି ଜିନିଷ, ଭିଜି ଯାଇଥିଲା । 698db1a6 805b 47bf a86f 6f2fd8aa1e44 କାଳବୈଶାଖି ରେ ୨ ପରିବାର ର ଛାତ ଛପର ଉଡ଼ିଲା

ଉକ୍ତ ଖବର ପାଇଁ ସ୍ଥାନୀୟ ସରପଞ୍ଚ ସଞ୍ଜୟ ନିଶିକା ପହଞ୍ଚି ମାଝିଗୁଡା ରାଜସ୍ବ ନିରୀକ୍ଷକ ସନ୍ତୋଷ ପାଣିଗ୍ରାହୀ ଙ୍କୁ ଜଗାଯୋଗ କରିବାରୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ପରିବାରଲୋକଙ୍କୁ ପଲିଥିନ ଯୋଗାଇ ଦେଇ ଥିଲେ ।

ଏହାର ତଥ୍ୟ ସଂଗ୍ରହ କରି ତହସିଲଦାର ଦେବାଶିଷ କର ଙ୍କୁ ଜଣାଇବି ବୋଲି କହିଛନ୍ତି । ଏହି ୨ ପରିବାର ଙ୍କୁ ଆବାସ ଯୋଜନା ବା ବିଜୁ ପାଖା ଘର ରେ ସାମିଲ କରି ଘର ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।