Thursday, March 28, 2024

Top 5 This Week

Related Posts

ରାଇକିଆ ନାଗରିକ ମଞ୍ଚ ର ନୂତନ କର୍ମକର୍ତ୍ତା ଚୟନ

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୯/୪) : କନ୍ଧମାଳ ଜିଲ୍ଲା ରାଇକିଆ ନାଗରିକ ମଞ୍ଚ ର ବାର୍ଷିକ ସାଧାରଣ ଅଧିବେଶନ ଶନିବାର ଅନୁଷ୍ଠିତ ହୋଇଯାଇ ଅଛି ।WhatsApp Image 2022 04 11 at 11.01.00 AM 1 ରାଇକିଆ ନାଗରିକ ମଞ୍ଚ ର ନୂତନ କର୍ମକର୍ତ୍ତା ଚୟନ

ଏହି ବାର୍ଷିକ ସାଧାରଣ ଅଧିବେଶନ ଅବସର ରେ ରାଇକିଆ ନାଗରିକ ମଞ୍ଚ ର ଆଗାମୀ ତିନି ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସର୍ବ ସମ୍ମତି କ୍ରମେ ସଭାପତି ଭାବେ ପ୍ରଦିପ ପ୍ରଧାନ, ଉପସଭାପତି ଭାବେ ଡ଼. ସନ୍ତୋଷ ନାୟକ, ରଜତ ନାୟକ, ସମ୍ପାଦକ ଭାବେ ମାନେଶ୍ୱର ଦିଗାଲ, ଯୁଗ୍ମ ସମ୍ପାଦକ ଜୟାନନ୍ଦ ନାୟକ, ସହ ସମ୍ପାଦକ ମନୋରଞ୍ଜନ ଦିଗାଲ, କୋଷାଧ୍ୟକ୍ଷ ଭାବେ ବାଇନାଥ ଦାସ ଙ୍କୁ ମନୋନୀତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେ ନୂତନ ସଭାପତି ପ୍ରଦିପ ପ୍ରଧାନ ମଞ୍ଚ ର କାର୍ଯ୍ୟପନ୍ଥା କୁ ଆଗକୁ ବଢ଼ାଇବାରେ ସମସ୍ତ ଙ୍କ ସହଯୋଗ କାମନା କରିବା ସହ କାର୍ଯ୍ୟକ୍ରମ ଶେଷରେ ସମସ୍ତ ସଦସ୍ୟ ବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Popular Articles