Friday, March 29, 2024

Top 5 This Week

Related Posts

ଶ୍ରୀ ରାମ୍ ଡିଗ୍ରୀ କଲେଜ କାଶୀନଗରରେ ପୃଥିବୀ ଦିବସ ପାଳିତ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୨୨/୦୪) : କାଶୀନଗର ଶ୍ରୀ ରାମ୍ ଡିଗ୍ରୀ କଲେଜ ତରଫରୁ ଏକ ସଚେତନ ରାଳି ଅନୁଷ୍ଟିତ ହୋଇଯାଇଛି ।

ଗଜପତି ଜିଲ୍ଲା କାଶୀନଗର ପୌରାଞ୍ଚଳରେ ରହିଥିବା ଶ୍ରୀ ରାମ୍ ଡିଗ୍ରୀ କଲେଜ ଉଚ୍ଚ ଶିକ୍ଷା ବିଭାଗ ର ନିର୍ଦ୍ଧେଶ କ୍ରମେ କଲେଜର ଏନ୍ ସି ସି କ୍ୟାଡେଟ ଓ ଏନ୍ ଏସ ଏସ ୱିଙ୍ଗ ଓକାଲେଜ୍ ଛାତ୍ରଛାତ୍ରୀ ମାନେ ସହର ପରିକ୍ରମା କରି ଲୋକଙ୍କୁ ପରିବେଶ ଓ ପ୍ରଦ୍ୟୁଷଣ ରୋକିବା ନିମନ୍ତେ ବିଭିନ୍ନ ସ୍ଲୋଗାନ ଦେଇଥିଲେ ।

ବିଶ୍ଵ ତାପ ନିୟନ୍ତ୍ରଣ ପାଇଁ ସମସ୍ତେ ଦୃଷ୍ଟି ଦେଇ ଗଛ ଲଗାଇବାକୁ କହିଥିଲେ । a00e3bbf 71c5 4a69 9c6d ccd8d0d1d215 ଶ୍ରୀ ରାମ୍ ଡିଗ୍ରୀ କଲେଜ କାଶୀନଗରରେ ପୃଥିବୀ ଦିବସ ପାଳିତଏହି କାର୍ଯ୍ୟକ୍ରମରେ ପ୍ରିନ୍ସିପଲ ଶ୍ରୀ ଡ଼ା ପ୍ରଶାନ୍ତ ବନପାଲି ଅଧ୍ୟାପକ ପି ଭେଙ୍କଟ ରାଓ, ଏନ ସି ସି ଅଫିସର ଭେଙ୍କଟ ରାଓ, ସସ୍ମିତା ସାହୁ ଓ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ଯୋଗ ଦେଇଥିଲେ । ବିଶ୍ଵ ପୃଥିବୀ ଦିବସ ନିମନ୍ତେ ଚିତ୍ର ପ୍ରତିଯୋଗିତା, ଅର୍ଟିକଲ ଲେଖା ଅନୁଷ୍ଟିତ ହୋଇଥିଲା । କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles