Friday, March 29, 2024

Top 5 This Week

Related Posts

ସି.ପି.ଆଇ (ଏମ.ଏଲ) ଲିବରେସନର ପ୍ରତିଷ୍ଠା ଦିବସ ପାଳିତ

ରିପୋର୍ଟ : ବିରଞ୍ଚି ପ୍ରସାଦ //
ଗୁଣୁପୁର, (୨୨/୦୪) : ଆଜି ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଜଳତାର ପଂଚୟତ ର ଲୁଙ୍ଗୁରତାଲ ଓ ପଦ୍ମପୁର ବ୍ଲକ ତେମ୍ବ।ଗୁଡ଼ା ନିକଟସ୍ଥ ମିଲ୍କାପାଙ୍ଗା ଠ।ରେ ଚାରୁମଜୁମଦାର ଗଠନ କରିଥିବା ପାର୍ଟୀ ସି.ପି.ଆଇ (ଏମ.ଏଲ) ଲିବେରସନର ୫୩ ପ୍ରତିଷ୍ଠା ଦିବସ ଏବଂ କମ୍ରେଡ ଲେଲିନ୍ କଂ ୧୫୨ ଜନ୍ମ ବାର୍ଷିକୀ ରେଦିବସରେ ଚାରୁମଜୁମଦାର କୁଂ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯଇଥିଲା ।05e16272 bd6a 4677 8755 0346316537f1 ସି.ପି.ଆଇ (ଏମ.ଏଲ) ଲିବରେସନର ପ୍ରତିଷ୍ଠା ଦିବସ ପାଳିତ

ସି.ପି.ଆଇ(ଏମ.ଏଲ) ଲିବରେସନର ପ୍ରତିଷ୍ଠା ଦିବସ ପାଳିତ । ଐତିହାସିକ କୃଷକ ଆନ୍ଦୋଳନ ମୋଦି ସରକାର କୁଂ କର୍ପୋରେଟ ସପକ୍ଷବାଦୀ ଆଇନ କୁ ରଦ୍ଦ ହୋଇଛି । ବର୍ତମାନ୍ ସମସ୍ତ ଫସଲ ପାଇଁ ସର୍ବନିମ୍ନ ସହାୟକ ଦର ଓ ଭାଗଚାଷି ସମସ୍ତ ଶ୍ରେଣୀ ର କୃଷକ ମାନଙ୍କ ସ୍ୱାର୍ଥ ରକ୍ଷା ମେହନତି ମଣିଷ ଉପରେ ଲାଗୁ କରାଯାଇଥିବା ସମସ୍ତ ରୂଣ ଛାଡ, ଶ୍ରମିକ ଓ ନିଯୁକ୍ତି ଖୋଜୁଥିବା ସମସ୍ତ କଂ ପାଇଁ ସୁରକ୍ଷିତ ଚାକିରି, ଉଚିତ୍ ମଜୁରୀ ସର୍ବସାଧାରଣ କଂ ସମ୍ପତ୍ତି ବିକ୍ରୀ ମୁଷ୍ଟିମେୟ କର୍ପୋରେଟ ସଂସ୍ଥା ର ସ୍ୱାର୍ଥ ବିରୋଧୀ ଆନ୍ଦୋଳନ ଆଦି ଜାରି କରିବା ବାକୁ ପଡିବ ବୋଲି ଚର୍ଚ୍ଚା କରାଯାଇଥିଲା ।

ସାରା ଭାରତରେ ଫାସିବାଦୀ ବିରୋଧୀ ପ୍ରତିରୋଧ ର ଜିବନ୍ତ ପ୍ରତିବଦ୍ଧ ଓ ଶକ୍ତି ଶାଳୀ କରିବା ପାଇଁ ଆହ୍ବାନ ଦିଆଯାଇଥିଲା l ଅଧିକରୁ ଅଧିକ ନିର୍ଯାତିତ ଓ ନିସ୍ପେସିତ ଜନତାଙ୍କୁ ଦଳରେ ସାମିଲ ହେବାପାଇଁ ଆହ୍ୱାନ ଦିଆଯାଇଛି । ଗୁଣୁପୁର ବ୍ଲକରେ ଟ୍ରିପତୀ ଗମାଙ୍ଗ ଓ ପଦ୍ମପୁରରେ ଅନାସୀମ ଶବର ପରିଚାଳନା କରିଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles