ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ କୁ ସରକାରୀ ମାନ୍ୟତା ପ୍ରଦାନ ଦାବି ନେଇ ଉଠିଲା ସ୍ୱର

0
275

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୦୩/୦୮) : ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ପୂର୍ବତନ ଛାତ୍ର ସଂସଦ ସଭାପତି ତୋଫାନ ପରିଡ଼ା ଙ୍କ ନେତୃତ୍ୱରେ ଏକ ଛାତ୍ର ଟିମ୍ ମହାବିଦ୍ୟାଳୟ କୁ ସରକାରୀ ମାନ୍ୟତା ପ୍ରଦାନ ଦାବିରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ | ସ୍ଥାନୀୟ ବିଧାୟକ ତଥା ପୂର୍ବତନ ବାଚସ୍ପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଙ୍କୁ ମଧ୍ୟ ଏକ ଦାବିପତ୍ର ଦେଇ ଅନୁରୋଧ କରିଥିଲେWhatsApp Image 2021 08 03 at 10.28.04 AM ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ କୁ ସରକାରୀ ମାନ୍ୟତା ପ୍ରଦାନ ଦାବି ନେଇ ଉଠିଲା ସ୍ୱର

ମହାବିଦ୍ୟାଳୟ ରେ ଏକ ଦସ୍ତଖତ ଅଭିଯାନ ମଧ୍ୟ ହୋଇଥିଲା । ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଜିଲ୍ଲା ମୁଖ୍ୟ ତଥା ସର୍ବପୁରାତନ ମହାବିଦ୍ୟାଳୟ ହୋଇଥିଲେ ମଧ୍ୟ ସରକାରୀ ମାନ୍ୟତା ଦାବିରେ ଯୋଗଦାନ ପାଇଁ ଜନସାଧାରଣଙ୍କ ସହଯୋଗ ଲୋଡ଼ିଥିଲେ ଅନ୍ୟ ସମସ୍ତ ଟିମ୍ ସଦସ୍ୟ ସଦସ୍ୟା ସାର୍ଥକ ମହାପାତ୍ର, ରାମଚନ୍ଦ୍ର ସେଠୀ, ଶ୍ରୀତମ୍ କଲତା, ଅଂଶୁମାନ ହୋତା ପ୍ରମୁଖ ଜିଲ୍ଲା ର ଅନ୍ୟ ସମସ୍ତ ସଂଗଠନ ର ସହାୟତା ଆବଶ୍ୟକ ବୋଲି କହିଥିଲେ ।