ଶ୍ରୀ ରାମ ଡିଗ୍ରୀ କଲେଜରେ କେରୀୟର କାଉନସେଲିଂ

0
262
ଶ୍ରୀ ରାମ ଡିଗ୍ରୀ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୬/୦୪) : ଆଜି କାଶୀନଗର ଶ୍ରୀ ରାମ ଡିଗ୍ରୀ କଲେଜ ରେ ଏକ କେରୀୟର କାଉନସେଲିଂ ଅନୁଷ୍ଠିତ ହୋଇଯାଇଛି ।

ଯୁକ୍ତ ୩ ଶେଷ ବର୍ଷ ର ଛାତ୍ର ଛାତ୍ରୀ ଙ୍କୁ ଏହି ସୁବିଧା କଲେଜ ତରଫରୁ ଯୋଗାଇ ଦିଆଯାଇଛି । ବ୍ରହ୍ମପୁର ର ଅମନ୍ କୁମାର ଦଳେଇ “ବଣିକ” ଏକ୍ସପର୍ଟ ଭାବେ ଏହି କାଉନସେଲିଂ ରେ ଯୋଗ ଦେଇଥିଲେ । କଲେଜ ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ ବନ ପାଲି ଓ ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ । ୨୦୦ ଛାତ୍ର ଛାତ୍ରୀ ଏହି କାଉନସେଲିଂ ରେ ଭାଗ ନେଇଥିଲେ ।