Tuesday, September 21, 2021
Google search engine
HomeBreaking Newsଓଡିଶା ସରକାରଙ୍କ ଷ୍ଟାପ ସିଲେକସନରେ ଚାକିରୀ ବିକ୍ରିକୁ ନେଇ ବୌଦ୍ଧରେ ନବୀନଙ୍କ କୁଶପୁତ୍ତଳିକା ଦାହ

ଓଡିଶା ସରକାରଙ୍କ ଷ୍ଟାପ ସିଲେକସନରେ ଚାକିରୀ ବିକ୍ରିକୁ ନେଇ ବୌଦ୍ଧରେ ନବୀନଙ୍କ କୁଶପୁତ୍ତଳିକା ଦାହ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,ବୌଦ୍ଧ,(୦୩/୦୮) : ଓଡିଶା ସରକାରଙ୍କ ଷ୍ଟାପ ସିଲେକସନରେ ଚାକିରୀ ବିକ୍ରିକୁ ନେଇ ଆଜି ବିଜେପି ଯୁବ ମୋର୍ଚ୍ଚା ଦ୍ୱାରା ବୌଦ୍ଧ ରେ ମାନ୍ୟବର ଓଡିଶା ସରକାର ନବୀନ ପଟ୍ଟନାୟକ ଙ୍କ କୁଶପୁତ୍ତଳିକା ଦାହ କରାଯାଇଛି |

ଘଟଣାନୁଯାଇ ଓଡିଶା ସରକାରଙ୍କ ଷ୍ଟାପ ସିଲେକ୍ସନ କମିଶନ ଏକ ଚାକିରୀ ବିକ୍ରି କାରି | ମେଧାବୀ ପରିବର୍ତ୍ତେ ଟଙ୍କା ନେଇ ଚାକିରୀ ଯୋଗାଉଛି |

ତେଣୁ ଏହାର ପ୍ରତିବାଦ ନେଇ ଆଜି ବୌଦ୍ଧ ବିଜେପି ଯୁବମୋର୍ଚ୍ଚା ତରଫରୁ ଏକ ବିକ୍ଷୋଭ କାରି NAC ଛକ ଠାରେ ନବୀନଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି |

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -
Google search engine

Most Popular

Recent Comments