Tuesday, September 21, 2021
Google search engine
HomeBreaking News୧୯୮୯ ମେଟ୍ରିକ୍ ବ୍ୟାଚ ର ଲକ୍ଷ୍ମଣ ରାଓଙ୍କ ବିୟୋଗରେ ଶୋକସଭା ଆୟୋଜିତ

୧୯୮୯ ମେଟ୍ରିକ୍ ବ୍ୟାଚ ର ଲକ୍ଷ୍ମଣ ରାଓଙ୍କ ବିୟୋଗରେ ଶୋକସଭା ଆୟୋଜିତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର,(୫/୮) : ନବରଙ୍ଗପୁର ଆର ସି ଡ଼ି ହାଇସ୍କୁଲ ୧୯୮୯ ମେଟ୍ରିକ୍ ବ୍ୟାଚ ଏମ ଲକ୍ଷ୍ମଣ ରାଓଙ୍କ ବିୟୋଗରେ ଏକ ଶୋକସଭାର ଆୟୋଜନ କରାଯାଇଥିଲା ।

ସ୍ବର୍ଗତ ରାଓ ୪୮ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ବିଶାଖାପାଟଣା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ମଙ୍ଗଳବାର ଦିନ ମୃତ୍ୟୁବରଣ କରିଛନ୍ତି । ଫ୍ରେଣ୍ଡସ ଫର୍ ଏବର ଗ୍ରୁପ ତରଫରୁ ଆୟୋଜିତ ଶୋକସଭା କାର୍ଯ୍ୟକ୍ରମରେ ୧୯୮୯ ମେଟ୍ରିକ୍ ବ୍ୟାଚ ର ସୁକାନ୍ତ ଶତପଥୀ , ଏ .ସତିଶ , କେ. କିଶୋର , ଟି .ଶ୍ରିନୁ , ସୁକାନ୍ତ ରଥ , ବିଘ୍ନରାଜ ବ୍ରହ୍ମା , ଜଗଦୀଶ ପଟ୍ଟନାୟକ , ଚିତ୍ତରଞ୍ଜନ ପଟନାୟକ , କେଦାର ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ରାଓଙ୍କ ଆମର ଆତ୍ମାର ସଦଗତି କାମନା ସହ ନୀରବ ପ୍ରାର୍ଥନା ଓ ସ୍ନୁତି ଚାରଣ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -
Google search engine

Most Popular

Recent Comments