Tuesday, September 21, 2021
Google search engine
HomeBreaking Newsବେଆଇନ ଭାବେ ତେଲ ନଦୀରୁ ବାଲି ଚୋରା ଚାଲାଣ : ୬୭ ହଜାର ଟଙ୍କା ଜୋରିମାନା...

ବେଆଇନ ଭାବେ ତେଲ ନଦୀରୁ ବାଲି ଚୋରା ଚାଲାଣ : ୬୭ ହଜାର ଟଙ୍କା ଜୋରିମାନା ଆଦାୟ

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୋନପୁର,(୫/୮) : ସୋନପୁର- ମନମୁଣ୍ଡା ବ୍ରିଜ ତଳ ତେଲ ନଦୀ ରୁ ୪ଟି ଟ୍ରାକ୍ଟର ଓ ଗୋଟିଏ ହାଇୱl ବେଆଇନ ଭାବେ ବାଲି ଚୋରା ଚାଲାଣ କରୁଥିବା ସମୟରେ ଉପ ଜିଲ୍ଲାପାଳ, ସୋନପୁର ନିହାର ରଞ୍ଜନ କଁହରଙ୍କ ନିର୍ଦେଶକ୍ରମେ ତହସିଲଦାର ସୋନପୁର ନଵୀନ କିଶୋର ପାଢ଼ୀ ଚଢ଼ାଉ କରି ବେଆଇନ ଭାବେ ବାଲି ଚୋରା ଚାଲାଣ ନିମନ୍ତେ ୬୭ହଜାର ଟଙ୍କା ଜୋରିମାନା ଆଦାୟ କରିଛନ୍ତି l

ଏହି ଚଢ଼ାଉ ସମୟରେ ଅତିରିକ୍ତ ତହସିଲଦାର ପ୍ରମୋଦ କୁମାର ମେହେର, ରାଜସ୍ବ ନିରୀକ୍ଷକ ସୁଧୀର କୁମାର ପାଣ୍ଡିଆ,ଜରା ସିଂ ବରିହା ରେଭେନ୍ୟୁ ସୁପରଭାଇଜର ତଥା ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ l

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -
Google search engine

Most Popular

Recent Comments