ବନ୍ଧୁଗାଁ ବ୍ଲକ ର ବିଜେଡି ଦଳିୟ କର୍ମୀ ବ୍ଲକର ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ଭେଟିଲେ ବିଧାୟକଙ୍କୁ

0
211

ରିପୋର୍ଟ : ମିନା ବେହେରା //
କୋରାପୁଟ,ତା(୫/୮/୨୧) : ବନ୍ଧୁଗାଁ ବ୍ଲକ ର ବିଜେଡି ଦଳର ସଭାପତି ଶ୍ରୀ ସାରଶା ଭାଦ୍ରା ନାଗାଙ୍କ ନେତୃତ୍ୱରେ ଆଜି ବିନ୍ଧୁଗାଁ ବ୍ଲକର କିଛି ଉନ୍ନୟନ ମୂଳକର କାର୍ଯ୍ୟକୁ ନେଇ ଅବଗତ କରିବା ପାଇଁ ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ବିଧାୟକ ଶ୍ରୀ ପ୍ରଭୁ ଜାନିଙ୍କୁ ଭେଟି ଦୁଃଖ ଜଣାଇଥିଲେ |0b293847 9413 45df a818 f3c00c90f77c ବନ୍ଧୁଗାଁ ବ୍ଲକ ର ବିଜେଡି ଦଳିୟ କର୍ମୀ ବ୍ଲକର ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ଭେଟିଲେ ବିଧାୟକଙ୍କୁ

ଉକ୍ତ ବିଷୟରେ ବନ୍ଧୁଗାଁ ବ୍ଲକ ର ଆଲମଣ୍ଡା ପଞ୍ଚାୟତରେ ଜିଓ ସେବା, ବର୍ଷା ହେଲେ ରାତ୍ର ସମୟରେ ଗାଁରେ ଷ୍ଟ୍ରିଟ ଲାଇଟ ନଥିବାରୁ ଆନ୍ଧାରରେ ଘରୁ ବାହାରିବା ପାଇଁ ଭୟ ଲାଗିଥିବାରୁ କନାଁଗାଁ ପଞ୍ଚାୟତ ର କାନାଁଗାଁ, ରାମଜିପୁଟ,ଓ ମାତୁରୁ ଓ ଆଲୋମଣ୍ଡା ପଞ୍ଚାୟତ ଓ କୁମ୍ଭାରୀ ପୁଟ, ତିନିଗୋଟି ପଞ୍ଚାୟତରେ ପାଞ୍ଚଟି ଲେଖାଏଁ ହାଇ ମାଷ୍ଟ ଷ୍ଟ୍ରିଟ ଲାଇଟ ଲଗାଇବା ପାଇଁ ଓ ଏସିସି ଲିଷ୍ଟରୁ ବାଦ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏସସି ଲିଷ୍ଟରେ ଅନ୍ତରଭୁକ୍ତ କରି ଘର ଖଣ୍ଡେ ଯୋଗାଇବା ପାଇଁ ଓ ବଡ଼ ସରପଲୀ ପଞ୍ଚାୟତର ସାନ ସରପୋଲୀ ଗ୍ରାମରେ ଦେଖାଯାଇଥିବା ଡେଙ୍ଗୁ ଓ ମାଲରିଆ ପ୍ରଭାବ ଉପରେ ନଜର କୋରାଯାଉ,ବନ୍ଧୁଗାଁ ବ୍ଲକ ଠାରେ ନୂତନ ଭାବରେ ତିଆରି କୋରାଯାଇଥିବା ଷ୍ଟେଟ ବ୍ୟାଙ୍କର ଉଦ୍ଧ ଘାଟନ ନିମନ୍ତେ ଓ କିଛି ଦିନପରେ ବନ୍ଧୁଗାଁ ବ୍ଲକକୁ ଗସ୍ତ କୋରାଯିବା ପାଇଁ ବନ୍ଧୁଗାଁ ବ୍ଲକ ବିଜେଡି ଦଳର କର୍ମୀ ବୃନ୍ଦଙ୍କ ନିବେଦନକି ଏକ ଲିଖିତ ଭାବରେ ଅବଗତ କୋରାଯାଇଥିଲା |

ଉକ୍ତ ସ୍ଥାନରେ ବନ୍ଧୁଗାଁ ବ୍ଲକ ସମ୍ଫାଦକ ଶ୍ରୀ ଅଭିମନ୍ୟୁ ଭାଣ୍ଡି,ପୂର୍ବତନ ବିଧାୟକ ପ୍ରତିନିଧି ଶ୍ରୀ ଦୁର୍ଯ୍ୟ ନାଗ,ଯୁବ ସଭା ମୁର୍ଚ୍ଛା ସଭାପତି ଶ୍ରୀ କାନୁ ଚରଣ ବେବରା,ନୋରେଶ କାଳ୍ପା, ଏସ.ସି.ସେଲ ବ୍ଲକ ସଭାପତି ବିଷମ୍ଭର ବିଡ଼ିକା,ରାଉତା ମେଲେକା, ଯୁଗଳ ମେଲେକା,ଓ କିଛି ଯୁବ ନେତା ଓ କର୍ମୀ ମାନଙ୍କ ଉପସ୍ଥିତରେ ଦାବିପତ୍ର ଦେଇଥିଲେ I